ବୌଦ୍ଧ ଜିଲ୍ଲା ରେ ପ୍ରବଳ ବର୍ଷା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ଗତ କାଲି ଅଚାନକ ଭାବରେ ବର୍ଷା ସନ୍ଧ୍ୟା ସମୟରେ ଆରମ୍ଭ ହୋଇଥିଲା | ଗତ କିଛି ଦିନ ବ୍ୟବଧାନ ପରେ ଘଡଘଡି ଏବଂ ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା | ମିଳିଥିବା ସୂଚନା ଆଧାର ରେ ଜିଲ୍ଲା ରେ ଏବର୍ଷ ଭଲ ବର୍ଷା ହେଉଛି, ଯାହା ଚାଷୀ ପାଇଁ ଖୁସି ଆଣି ଦେଇଛି | ବୌଦ୍ଧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେଉଥିବା ବେଳେ ଗତ କାଲି ର ବର୍ଷା ଆଗକୁ ପାଣିପାଗ ଅନୁକୂଳ ରହିଲେ ଏ ବର୍ଷ ଭଲ ଚାଷ ହେବାର ଆଶା କରାଯାଉଛି |

Comments (0)
Add Comment