ବୌଦ୍ଧ ଶ୍ରୀ ଜଗନ୍ନାଥଙ୍କ ସନ୍ଧ୍ୟା ଦର୍ଶନ ଶ୍ରଦ୍ଧାଳୁଙ୍କୁ ମନା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ସର୍ବ ପୁରାତନ ଜଗନ୍ନାଥ ମନ୍ଦିର ରେ ପାଳିତ ହେଉଥିବା ନବ ଦିନାତ୍ମକ ଯାତ୍ର ର ଶେଷ ଦିବସ ରେ ସନ୍ଧ୍ୟା ଦର୍ଶନ ମାଉସୀ ମା ମନ୍ଦିର ରେ ଅନୁଷ୍ଠିତ ହେଉଛି କିନ୍ତୁ କରୋନା କାରଣ ରୁ ବିନା ଭକ୍ତ ରେ ସମସ୍ତ ନୀତି କାନ୍ତି ସେବାୟତ ଙ୍କ ଦ୍ୱାରା ସମାପନ ହେଉଛି ଶ୍ରଦ୍ଧାଳୁ ପ୍ରଭୁ ଙ୍କ ଦର୍ଶନ ରୁ ବଂଚିତ ହୋଇଛନ୍ତି | ଆଜି ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ଜଗନ୍ନାଥ ମନ୍ଦିର ମାନଙ୍କ ରେ ବେଶ ଏବଂ ସନ୍ଧ୍ୟା ଦର୍ଶନ ବିନା ଭକ୍ତ ରେ ଅନୁଷ୍ଠିତ ହେଉଛି |

Comments (0)
Add Comment