ବୌଦ୍ଧ ଜିଲ୍ଲାରେ ଜଗନ୍ନାଥ ମନ୍ଦିର ମାନଙ୍କ ରେ ନେତ୍ରଉତ୍ସବ ଅନୁଷ୍ଠିତ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲାରେ ଚଳିତ ବର୍ଷ କୋଭିଡ ନିୟମ ଅନୁସାରେ କେବଳ ମନ୍ଦିର ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ନୀତି କାନ୍ତି କରାଯାଉଛି | ଆଜି ଜିଲ୍ଲା ର ବିଭିନ୍ନ ମନ୍ଦିର ଗୁଡିକରେ କୋଭିଡ ନିୟମ ଅନୁସାରେ ବିନା ଭକ୍ତ ରେ ନବ ଯୌବନ ବା ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଛି | ଗତ ବର୍ଷ ପରି ଏ ବର୍ଷ ମଧ୍ୟ ବିନା ଭକ୍ତ ରେ ମନ୍ଦିର ରେ ସମସ୍ତ ନୀତିକାନ୍ତି କରାଯିବ |

Comments (0)
Add Comment