ମା ମାହେଶ୍ୱରୀ ସ୍ନାତକ ମହାବିଦ୍ୟାଳୟ ବାଉଁସୁଣୀ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୌଦ୍ଧ (କୋଶଲ ନ୍ୟୁଜ୍) ବାଉଁସୁଣୀ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ତରଫରୁ 72ତମ ବନ ମହୋତ୍ସବ ରେ ବୃକ୍ଷ ରୋପଣ କରାଯାଇଛି | ଏହି ଉତ୍ସବ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ ଉଦଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ବାବା ରାମ ଦେହୁରୀ, ଯୁବ ସ୍ବେଚ୍ଛା ସେବି ମାନେ ଉପସ୍ଥିତ ଥିଲେ | ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା |

Comments (0)
Add Comment