ବୌଦ୍ଧ ରେ ବନ୍ଦ ଶାନ୍ତି ପୁର୍ଣ

ବୌଦ୍ଧ (କୋଶଲ ନ୍ୟୁଜ୍) ତୈଳ ଦରଦାମ ବୃଦ୍ଧି ପ୍ରତିବାଦ ରେ ବାମପନ୍ଥୀ ଦଳ ଏବଂ କଂଗ୍ରେସ ଦଳ ର ଡାକରା ରେ ଆଜି ସକାଳ 6 ଟା ରୁ 12 ଟା ପର୍ଯ୍ୟନ୍ତ ହୋଇଥିବା ବନ୍ଦ ପାଳନ ଶାନ୍ତି ପୁର୍ଣ ଭାବରେ ଶେଷ ହୋଇଛି କିନ୍ତୁ ପ୍ରଭାବ ସେତେ ପଡି ନଥିଲା | ଜିଲ୍ଲାର ସଦରମହକୁମା ବ୍ୟତୀତ ଅନ୍ୟ ଆଡେ ଦୋକାନ ବଜାର ଖୋଲା ସହ ଲୋକ ମାନେ ଯାତାୟାତ କରୁଥିବାର ଦେଖିବାକୁ ମିଳିଥିଲା |

Comments (0)
Add Comment