ବୌଦ୍ଧ : ରାଜ୍ୟ ଡ୍ରାଇଭର ମହାସଙ୍ଘ ବୈଠକ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଠାରେ ରାଜ୍ୟ ଡ୍ରାଇଭର ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ର ବରିଷ୍ଠ ସଭ୍ୟ ନବକୁମାର ମିଶ୍ର ଯୋଗ ଦେଇଥିଲେ | ଓଡିଶା ର ବିଭିନ୍ନ ଜିଲ୍ଲା ର ଡ୍ରାଇଭର ମହାସଙ୍ଘର ସଭାପତି ମାନେ ଉପସ୍ଥିତ ଥିଲେ | ଏହି ବୈଠକ ରେ ଡ୍ରାଇଭର ମାନଙ୍କ ବିଭିନ୍ନ ଅସୁବିଧା ଏବଂ ତାହାର ସମାଧାନ ପାଇଁ ଆଲୋଚନା ହେବା ସହିତ ସରକାରଙ୍କୁ ଅବଗତ କରିବା ପାଇଁ ସ୍ଥିର ହୋଇଥିଲା |

Comments (0)
Add Comment