ପଞ୍ଚାୟତରାଜ ନିର୍ବାଚନ ପାଇଁ ପ୍ରସ୍ତୁତି

ବୌଦ୍ଧ (କୋଶଲ ନ୍ୟୁଜ୍) ରାଜ୍ୟ ସରକାର ଆଗାମୀ ଗ୍ରାମ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି | ସୀମା ନିର୍ଧାରଣ, ଭୋଟର ତାଲିକା ସଂଶୋଧନ, ଆସନ ସଂରକ୍ଷଣ ସହିତ ପ୍ରତେକ ଜିଲ୍ଲା ରେ ଥିବା ଭୋଟ ବାକ୍ସ ର ତାଲିକା ଜିଲ୍ଲାପାଳ ମାନଂକୁ 26 ଜୁଲାଇ ସୁଦ୍ଧା ମାଗିଛନ୍ତି | ନିର୍ଦ୍ଧାରିତ ସମୟରେ ନିର୍ବାଚନ ହୁଏ ତାହେଲେ ଆସନ୍ତା ଡିସେମ୍ବର ମାସରୁ ନିର୍ବାଚନ ଜୋର ଧରି ପାରେ ବୋଲି ଆଶା କରାଯାଉଛି |

Comments (0)
Add Comment