ବିପଦ ସଂକୁଳ ଅବସ୍ଥା ରେ ବିଦ୍ୟୁତ ତାର, କେବୁଲ ତାର ବ୍ୟବସ୍ଥା କରିବା ପାଇଁ ଦାବି

ବୌଦ୍ଧ, କଣ୍ଟମାଳ (କୋଶଲ ନ୍ୟୁଜ୍) : କଣ୍ଟାମାଲ ଗ୍ରାମ ର ୱାର୍ଡ ନଂ 1ରେ ବିଦ୍ୟୁତ ତାର ବିପଦ ସଂକୁଳ ଅବସ୍ଥାରେ ଯାଇଛି କେତେ ଜଣ ଲୋକଙ୍କ ଘର ଉପରେ ତାର ଯାଇଥିବାରୁ ଲୋକମାନେ ଭୟଭୀତ ହୋଇ ରହୁଛନ୍ତି |ଲୋକମାନେ ବିଦ୍ୟୁତ ତାର କୁ କେବୁଲ କରିବା ପାଇଁ ବିଦ୍ୟୁତ ବିଭାଗ ନିକଟରେ ଦାବି କରିଛନ୍ତି |କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ନେବାକୁ ସର୍ବସାଧାରଣ ରେ ଦାବି ହେଉଛି |

Comments (0)
Add Comment