କାର ଦୁର୍ଘଟଣା ଗ୍ରସ୍ତ ଶିକ୍ଷୟତ୍ରୀ ଆହତ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନ ଅନ୍ତର୍ଗତ ଚାରିଛକ ରାଣୀପଥର ଘାଟି ନିକଟରେ ଆଜି ସକାଳୁ ବୌଦ୍ଧ ବାପୁଜୀ ନଗର ର ଶିକ୍ଷୟତ୍ରୀ ଦିବ୍ୟାରାଣୀ ମୁଖି ଏକ କାର OD07AA 0175 ରେ କୌଣସି ଏକ କାର୍ଯ୍ୟ ରେ ଘରୁ ବାହାରି ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା | ଏଥିରେ ତାଙ୍କ ଡ୍ରାଇଭର ଏବଂ ସମ୍ପର୍କୀୟ ଆହତ ହୋଇଥିବା ବେଳେ ଦିବ୍ୟାରାଣୀ ଙ୍କ ମୁଣ୍ଡରେ ଆଘାତ ଲାଗିଛି ଚାରିଛକ ଦମକଳ ବାହିନୀ ଉଦ୍ଧାର କରି ମେଡିକାଲ ପଠେଇ ଥିଲେ |

Comments (0)
Add Comment