ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ବିଜେପି ଦଳ ଚାଷୀ ମାନଙ୍କ ଅଭାବି ଧାନ ବିକ୍ରି କୁ ନେଇ ଏକ ରାଲି ରେ ବୌଦ୍ଧ ସହର ପରିକ୍ରମା କରି ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ବରିଷ୍ଠ ସଭ୍ୟ କହେଁଇ ଚରଣ ଡାଙ୍ଗଙ୍କ ସହିତ ଅନ୍ୟନ୍ୟ ବିଜେପି କର୍ମକର୍ତା ଯୋଗ ଦେଇଥିଲେ |

Comments (0)
Add Comment