ବୌଦ୍ଧ ରେ ନୂତନ ଆରକ୍ଷୀ ଅଧିକ୍ଷକ ଙ୍କ ଯୋଗଦାନ

ବୌଦ୍ଧ (କୋଶଲ ନ୍ୟୁଜ୍) ଆଜି ନବ ନିଯୁକ୍ତ ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବରେ ଶ୍ରୀ ଯୁକ୍ତ ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇଛନ୍ତି | ସେ ନିଜ କାର୍ଯ୍ୟଭାର ସମ୍ଭାଳିବା ସହିତ ଜିଲ୍ଲା ରେ ମାଓ ମୁକାବିଲା କୁ ପ୍ରାଧାନ୍ୟ ଦେବା ସହ ଅପରାଧୀକ କାର୍ଯ୍ୟ କୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେବାକୁ ଲକ୍ଷ ରଖିଛନ୍ତି | ବୌଦ୍ଧ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣା ଧିନ ରହିବ ବୋଲି ଆଶା କରାଯାଉଛି |

Comments (0)
Add Comment