ତେଲ ନଦୀ ବ୍ରିଜ ବୁଲା ଗାଈ ଗୋରୁଙ୍କ ବାସସ୍ଥାନ ପାଲଟିଛି

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ସମେତ ପୂର୍ଵ ଏବଂ ପଶ୍ଚିମ ଓଡିଶା କୁ ସଂଯୋଗ କରୁଥିବା ତେଲ ନଦୀ ସେତୁ ଜରାଜୀନ୍ନ ହେବା ସହିତ ପ୍ରତେକ ଦିନ ବ୍ରିଜ ମଧ୍ୟରେ ବୁଲା ଗାଈ ଗୋରୁ ଅସଂଖ୍ୟ ସୋଇ ରହୁଛନ୍ତି ଯାହା ଫଳରେ ଲୋକ ମାନେ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଏହି ଅବ୍ୟବସ୍ଥା ପ୍ରତି କାହାରି ନଜର ନାଇଁ ତୁରନ୍ତ ଏହି ଅସୁବିଧା କୁ ଦୂର କରିବାକୁ ଦାବି କରାଯାଉଛି |

Comments (0)
Add Comment