ଅସମ୍ପୂର୍ଣ କାର୍ଯ୍ୟ କୁ ପୁରା କରିବା ପାଇଁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ର ବରଗୋଚ୍ଛା ଗ୍ରାମ ପଞ୍ଚାୟତ ର ସାନ ଦେହୁରୀ ପାଳି ଗାଁ ରେ ଅଧା ରେ ପଡି ରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ଗ୍ରାମବାସୀ ବ୍ଲକ ଅଧିକରୀ ଙ୍କୁ ଦାବି କରିଛନ୍ତି | ଏହି ଗାଁ ରେ ଅଙ୍ଗନବାଡି କୋଠା, ଖେଳ ପଡିଆ, ଗାଁ ରାସ୍ତା,ପୋଖରୀ ଆଦି ପ୍ରକଳ୍ପ ଗୁଡିକର କାମ ଯଥା ଶୀଘ୍ର ଶେଷ କରିବାକୁ ଅନୁରୋଧ କରାଯଇଛି |

Comments (0)
Add Comment