ବୌଦ୍ଧ ମହିଳା ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଠାରେ ଥିବା ମହିଳା ମହାବିଦ୍ୟାଳୟ ରେ 72 ତମ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏଥିରେ ଯୁବ ରେଡ଼କ୍ରସ ର କାଉନସିଲର ଉତ୍ତମ କୁମାର ବେହେରା ଙ୍କ ନେତୃତ୍ୱ ରେ ବୃକ୍ଷ ରୋପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା | ମହାବିଦ୍ୟାଳୟ ର ଅଧ୍ୟାପକ ନନ୍ଦ କିଶୋର ସାହୁ,ହେମନ୍ତ ପାଣିଗ୍ରାହୀ, ସ୍ବେଚ୍ଛାସେବୀ ଏବଂ କଲେଜ ଛାତ୍ରୀ ଉପସ୍ଥିତ ଥିଲେ

Comments (0)
Add Comment