ଜିଲ୍ଲା ସଂସ୍କୃତି ବିଭାଗ ର ସାଧାରଣ ଜ୍ଞାନ ପ୍ରତିଯୋଗିତା ର ବିଜେତା

ବୌଦ୍ଧ ଜିଲ୍ଲା ରେ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ରାଜ୍ୟ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ର ଫଳାଫଳ ପ୍ରକାଶ ପାଇଛି | ଏଥିରେ ସିନିଅର ବିଭାଗ ରେ ପ୍ରଥମ ସ୍ଥାନ ରେ ଅଛନ୍ତି | 1- ଶାଶ୍ୱତ କୁମାର କରଡ଼ିଆ,ପି -ପୁର୍ଣ ଚନ୍ଦ୍ର କରଡ଼ିଆ ( ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ର ଦଶମ ଶ୍ରେଣୀ ଛାତ୍ର ) 2- ସୂର୍ଯ୍ୟପ୍ରତାପ ବେହେରା,ପି -ସତ୍ୟାନନ୍ଦ ବେହେରା ( କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧ, ଦଶମ ଶ୍ରେଣୀ ର ଛାତ୍ର ) 3- ଗଣେଶ ସାହୁ, ପି -ସୁଦାମ ସାହୁ ( ଜେ ଡି ହାଇ ସ୍କୁଲ ବୌଦ୍ଧ ଦଶମ ଶ୍ରେଣୀ ଛାତ୍ର )
ଜୁନିଅର ବିଭାଗ ରେ 1- ଅର୍ପିତା ମେହେର, ପି -ପ୍ରଦୀପ ମେହେର ( ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଲିଆବଗିଚା ବୌଦ୍ଧ ଶ୍ରେଣୀ ସପ୍ତମ ) 2- ଶୁଭଶ୍ରୀ ପଢି, ପି -ସୁଶାନ୍ତ ପାଢ଼ୀ ( ଅଷ୍ଟମ ଶ୍ରେଣୀ ) 3- ତଥାଗତ ମହାପାତ୍ର, ପି -ରଂଜିତ ମହାପାତ୍ର ( ଶ୍ରେଣୀ ଅଷ୍ଟମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧ ) ବିଜୟୀ ହୋଇଛନ୍ତି | ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ପୁରସ୍କାର ପ୍ରଦାନ କରାଯିବ |

Comments (0)
Add Comment