ରାସ୍ତା ପାଇଁ ସାଧାରଣ ଜନତା ହନ୍ତସନ୍ତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଜାତୀୟ ରାଜପଥ ଠାରୁ 10 କିମି ଦୂର ଓ ଜିଲ୍ଲା ମୁଖ୍ୟ ସଦର ମହକୁମା ଠାରୁ ପ୍ରାୟ 30 କିମି ଦୂର ଧରମପୁର ଓ ଭାଟସିଂହ କୁ ନାହିଁ ଭଲ ରାସ୍ତା । 90% ଲୋକ କୃଷି ଉପରେ ନିର୍ଭର ଓ ପ୍ରତିଦିନ ଏହି ରାସ୍ତାରେ ନିଜର କୃଷିଜାତ ଦ୍ରବ୍ୟ ନେଇକି 30 କିମି ଦୂର ଦେବଗଡ଼ କିମ୍ବା 10 କିମି ଦୂର ବାଳମ କୁ ଆସିଥାନ୍ତି । ଉପାନ୍ତ ଅଞ୍ଚଳ ହେତୁ କୌଣସି ପ୍ରକାରର ଯାନବାହାନ ଚଳାଚଳ କରୁନଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।
Comments (0)
Add Comment