ରେଙ୍ଗାଲପାଲି ଏକ ଦିବସିୟ ଭର୍ଲି ବଲ୍ଲ ଟୁର୍ନାମେଣ୍ଟରେ ଟାକୁଆ ଚାମ୍ପିୟନ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ରେଙ୍ଗାଲପାଲି ଗ୍ରାମରେ ପ୍ରେମାନନ୍ଦ କ୍ଲବ ତରଫରୁ ଏକ ଦିବସିୟ ଦିବାରାତ୍ରୀ ଭଲ୍ଲି ବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି ।

ଏହି ଟୁର୍ନାମେଣ୍ଟରେ ୮ଟି ଦଳ ଯୋଗ ଦେଇଥିଲେ ଯଥା: ବାଟଗାଁ, ଚଡେଇମରା, ଛେଣ୍ଡିପଦା, କୁଣ୍ଡେଇଗୋଳା, ବ୍ରାହ୍ମୁଣୀବିଲ, ରେଙ୍ଗାଲପାଲି, ଏବଂ ଫାଇନାଲରେ ଟାକୁଆ ଓ ପଥରମୁଣ୍ଡା ସହିତ ଖେଳ ହୋଇଥିଲା ଫାଇନାଲ ମ୍ୟାଚରେ ପଥରମୁଣ୍ଡା ୨ୟ ସ୍ଥାନ ପାଇଥିବା ବେଳେ ଟାକୁଆ ଦଳ ଚାମ୍ପିୟାନ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଚିତ୍ତରଞ୍ଜନ ପ୍ରଧାନ ଓ ରମାଞ୍ଚ ରଞ୍ଜନ ବିଶ୍ବାଳ ଶିବ ଚରଣ ପ୍ରଧାନ, ଗଦାଧର ସାହୁ ମଞ୍ଚାସିନ ଥିଲେ ଖେଳ ପରିଚାଳନା ତୁଷାର ପ୍ରଧାନ ଓ ଧନି ସାହୁ ତୁଲାଇଥିଲେ ଏବଂ ମୁନା, ସୁବଧ, ଦିପକ, ଲିକୁ, ସଞ୍ଜିବ, କାହ୍ନା, ମିଲୁ ଓ କ୍ଲବର ସମସ୍ତ ମେମ୍ବର ଉପସ୍ଥିତ ରହି ସହଯୋଗ କରିଥିଲେ ।।
Comments (0)
Add Comment