କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୃନିୟନ OUJ ଦ୍ଵିବାର୍ଷିକ ସାଧାରଣ ବୈଠକ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମ୍ଵପାଣି ଟ୍ରକ ଜଳପ୍ରପାତ ଶିବମନ୍ଦିର ପରିଷରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୂନିୟନ ଓଡିଶା ସାମ୍ବାଦିକ ୟୁନିୟନର ଓ,ରୁ,ଜେ ଦ୍ଵି ବାର୍ଷିକ ସାଧାରଣ ବୈଠକ ଜିଲ୍ଲା ସଭାପତି କମ୍ଭୁପାଣି ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ପ୍ରଥମେ ରାଜ୍ୟ ରେ ମହାମାରୀ କରୋନା ରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ମାନଙ୍କ ଆତ୍ମା ର ସଦଗତି ପାଇଁ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ପରେ ସଭାକାର୍ଯ୍ୟ କରାଯାଇଥିଲା ରାଜ୍ୟ ସଭାପତି ପ୍ରଶ୍ନମହାନ୍ତି ଭିଡିଓ କନଫରେନ୍ସ ମାଧ୍ୟମରେ  କଳାହାଣ୍ଡି ସମ୍ଵାଦିକ ୟୂନିଅନ କୁ ଧନ୍ୟବାଦ ଦେଇ କହିଥିଲେ  ସଂଘ ରେ ଉଚିତ ସାମ୍ବାଦିକ ହେବା ଆବଶ୍ୟକ ରହିଛି ବୋଲି କହିଥିଲେ। 
ପରେ ଜିଲ୍ଲା ର ସମସ୍ତ ଵ୍ଲକ ରୁ ସାମ୍ବାଦିକ ମାନେ ନିଜ ବକ୍ତବ୍ୟ ରଖିଥିଲେ ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସର୍ଵ ସମ୍ମତି କ୍ରମେ ସଭାପତି ଭାବରେ    ନିର୍ବାଚିତ ହୋଇଥିବା ଵେଳେ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ ଓ କୋଷାଧ୍ୟକ୍ଷ ଭାବେ ଅଞ୍ଜନ କୁମାର ରଥ ନିର୍ବାଚିତ ହୋଇଛନ୍ତି ଶେଷ ରେ ଟିକେଚନ ଧଙ୍ଗଡା ମାଝି ଧନ୍ୟବାଦ ଦେଇଥିଲେ ସଭାସାଙ୍ଗ କରିଥିଲେ
Comments (0)
Add Comment