କଳାହାଣ୍ଡି_ମର୍ମାନ୍ତୁତ ସଡ଼କ ଦୁର୍ଘଟଣାରେ ୨ ମୃତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଆମପାଣି ଥାନା ବିଜୁ ହାଇଓ୍ବ ଭୃଷାଗୁଡା ସ୍କୁଲ ନିକଟରେ ଦୁର୍ଘଟଣା ଘଟଣାସ୍ଥଳରେ ୨ ବାଇକ ଆରୋହୀ ମୃତ। ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର। ମୃତକ ଙ୍କ ବାଇକ୍ ଶବ ଠାରୁ ୫ ଶହ ମିଟର ଦୁର ରେ ଠାବ। ଘଟଣାସ୍ଥଳରେ ପୋଲିସ ପହଚି କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ମୃତକ ଙ୍କ ମଧ୍ୟରୁ ଜଣେ ନେଗୀଗୁଡା ର ନିଳକଣ୍ଠ ଗୋପାଳ।ଅନ୍ୟ ଜଣେ ହେମନ୍ତ ଗୋପାଳ ବୋଲି ପରିଚୟ ମିଳିଛି ଘଟଣା ସ୍ଥଳରେ ଆମପାଣି ପୁଲିସ ଆସି ଅନୁସନ୍ଧାନ କରୁଛି।
Comments (0)
Add Comment