ଜୁନାଗଡ଼ ପୋଲିସ ପକ୍ଷରୁ ୩୨ ତମ ସଡ଼କସୁରକ୍ଷ୍ୟା ସପ୍ତାହ ପାଳନ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ଥାନା ପୋଲିସ ପକ୍ଷରୁ ଆଜି ଜାତୀୟ ସଡ଼କ ସୁରକ୍ଷ୍ୟା ପାଳନ ହୋଇଯାଇଅଛି !ଦିନକୁ ଦିନ ଲୋକମାନେ ଟ୍ରାପିକ ନିୟମ ମାନୁ ନଥିବାରୁ ସଡ଼କ ଦୁର୍ଘଟଣା ବଡ଼ିବାରେ ଲାଗିଛି !ଏହାକୁ ରୋକିବା ପାଇଁ

ଜୁନାଗଡ଼ ଭାରପପ୍ତ ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଙ୍କ ନିର୍ଦେଶକ୍ରମେ ସ୍ଥାନୀୟ ପିଆଇ କଲେଜ ବାହାରି ଲକେଶ୍ୱରୀ ମନ୍ଧିର 3କିଳାମିଟର ପଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରି ସଡ଼କ ଉପରେ ଲୋକଙ୍କୁ ସଡ଼କସୁରକ୍ଷ୍ୟା ଜୀବନରକ୍ଷ୍ୟା , ଦୁର୍ଘଟଣା ଦିଏ ଦୁଃଖ ନିରାପତ୍ତାଆଣେ ସ୍ଲୋଗାନ ଦେଇ ଜୁନାଗଡ଼ ଟାଉନ ପରିକ୍ରମା କରିଥିଲେ !ଜୁନାଗଡ଼ ଭରାପାତଥାନା ଆଦିକାରୀ ଶ୍ରୀ ଉତ୍ତମ କୁମାର ସହୁ ଙ୍କ ଉପସ୍ଥିରେ ରାସ୍ତାରେ ଯାଉଥିବା ଗାଡି ଗୁଡିକୁ ଅଟକାଇ ଯିଏ ହେଲମେଟ ଓ ଜୋତା ପିନ୍ଦି ଗାଡି ଚଲାଉଛନ୍ତି ତାଙ୍କୁ ଗୋଲାପଫୁଲ ଦେଇ ଧନ୍ୟବାଦ ଦେଉଥିଲେ !
Comments (0)
Add Comment