ଟ୍ରାକ୍ଟର୍ ହାଇଡ୍ରୋଲିକ୍ ଚାପ ରେ ଡ୍ରାଇଭର ମୃତ ସେପଟେ କ୍ଷତିପୂରଣ ଦାବି କଲେ ପରିବାର ଲୋକେ

କୋଶଲ ନ୍ୟୁଜ୍ ବ୍ୟୁରୋ  : କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡା ରୁ ଟେମରା ରାସ୍ତା କାମ ରେ ନିୟୋଜିତ ଥିବା ଏକ OD 08 F 3421 ନମ୍ବର୍ ଥିବା ଟ୍ରାକ୍ଟର୍ ହାଇଡ୍ରୋଲିକ୍ ଡାଲା ରେ ଚାପି ହୋଇ ଟ୍ରାକ୍ଟର ଡ୍ରାଇଭର୍ ଡିସମ୍ବର ପୁଞ୍ଜି ନାମକ ଜଣେ ଯୁବକ ର ଶୋଚନୀୟ ମୃତ୍ୟୁ ହୋଇଛି । ଟ୍ରାକ୍ଟର ଟି କୋକସରା ଗ୍ରାମ ର ବୋଳି ସୁଚନା ମିଳିଛି । ଖବର ପାଇ କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ I
Comments (0)
Add Comment