ଡା.ଶ୍ରବଣା ବିବେକ. ଏମ ହେଲେ କଳାହାଣ୍ଡି ର ନୂତନ ଏସ ପି

କୋଶଲ ନ୍ୟୁଜ୍ ବ୍ୟୁରୋ: କଳାହାଣ୍ଡି : ରାଜ୍ୟ ସରକାର ଆଇ ପି ଏସ ସ୍ତରରେ ବୁଧବାର ଦିନ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ଏହି କ୍ରମ ରେ କଳାହାଣ୍ଡି ରେ ନୁତନ ଏସ ପି ଭାବେ ଡା.ଶ୍ରବଣା ବିବେକ. ଏମ ଯୋଗ କରିଛନ୍ତି ପୂର୍ବରୁ ସେ ରାୟଗଡା ଏସ.ପି ଦାୟିତ୍ୱ ରେ ରହିଥିଲେ କଳାହାଣ୍ଡି ଏସ.ପି ବି. ଗଙ୍ଗାଧର ଙ୍କୁ ସମ୍ବଲପୁର ବଦଳି କରାଯାଇଛି କଳାହାଣ୍ଡି ର ଦାୟିତ୍ୱ ନେବାପରେ ସାଇବର କ୍ରାଇମ କୁ ଫୋକସ କରିବା ସହ ରାସ୍ତା ରେ ଟ୍ରାଫିକ ବ୍ୟବସ୍ଥା ଓ ଦୁର୍ଘଟଣା ହ୍ରାସ କରିବାକୁ ପଦକ୍ଷେପ ନେବାସହ ପୂର୍ବ ଏସ.ପି ଙ୍କ ମାଓ ଅପରେସନ କୁ ତ୍ୱରାନ୍ୱିତ କରିବା ସହ ଆଇନ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।
Comments (0)
Add Comment