ଦାବ୍ରିପଦର – ରାବଣଗୁଡା କେନାଲ୍ ରୁ ଯୁବକଙ୍କ ମୃତଦେହ ଠାବ ସେପଟେ ଗଲାକାଟି ହତ୍ଯା କରିଥିବା ସନ୍ଦେହ

କୋଶଲ ନ୍ୟୁଜ୍ ବ୍ୟୁରୋ: କଲାହାଣ୍ଡି:  ଯୁବକଙ୍କ ଗଳା କାଟି ହତ୍ୟା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଦାବ୍ରିପଦର – ରାବଣଗୁଡା କେନାଲ କଡରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଧର୍ମଗଡ୍ ପୋଲିସ୍ । ତେବେ ମୃତକ ଜଣକ ଘୁମର ଗାଁର ଲିଲାନିଧି ସୁନାନୀ ବୋଲି ଜଣା ପଡି ଥିବା ବେଳେ OR 08 C 2005 ମଟର୍ ସାଇକେଲ୍ ଟି ଘଟଣା ସ୍ଥଳ ରୁ ଟିକିଏ ଦୂରରେ ଥିବା ସୂଚନା ମିଲିଛି । ଏନେଇ ମୃତ ବ୍ଯକ୍ତି ଙ୍କୁ କିଏ ଓ କାହିଁକି ହତ୍ଯା କଲା କାରଣ ଅଷ୍ପଷ୍ଟ ରହିଥିବା ସହ ପୋଲିସ ଘଟଣାଟିର ତଦନ୍ତ ଜାରି ରଖିଛି I

Comments (0)
Add Comment