ଶୋଇ ରହିଛି ପ୍ରଶାସନ,ଗାଁ ରାସ୍ତା କାଦୁଅ ହେଲେ ବି ପ୍ରଶାସନ ର ନିଘା ନାହିଁ । ଅଭିଯୋଗ କରିଲେ ମଧ୍ଯ କିଛି କାର୍ଯ୍ୟାନୁଷ୍ଠାନ ନାହିଁ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି, କେସିଙ୍ଗା ବ୍ଲକ କୋକୋମୁଣ୍ଡା ଗ୍ରାମ ର ସୋଳାର୍ ପିରିୟମ କାମ କୁ ପାଞ୍ଚ ବର୍ଷ ନ ପୂରୁଣୁ ଟାଂକି ଫାଟି ଆଁ ପାଣି ଝରି ବର୍ଷା ପାଣି ପରି ଗାଁ ଦାଣ୍ଡରେ କାଦୁଅ ରେ ଲୋକେ ଅସୁବିଧା ହେଲାପରେ OREDA EE RWSS, JE RWSS କୁ ଅଭିଯୋଗ ପରେ ମଧ୍ୟ ସେମିତି ପଡ଼ିରହିଛି ।
Comments (0)
Add Comment