୬୦ ବର୍ଷ ର ବୃଦ୍ଧ ଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ଲୋକେ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜ଼ିଲ୍ଲା ଜୟପାଟଣା ଥାନା ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀ ରେ ପଢୁ ଥିବା ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ! ଏ ନେଇ ଜୟପାଟଣା ପୋଲିସ ଏତଲା ର ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କ ନାମରେ କେଶ ନମ୍ବର 367/20ଓ 376, 506 ଓ 06 ପୋସ୍କୋ ଆକ୍ଟ ଲାଗି ତଦନ୍ତ ଚଳାଇଛି ! ପ୍ରକାଶ ଯେ, ଗତ ଆଠ ତାରିଖ ଦିନ ପୀଡିତା ନାବାଳିକା ଘରେ ଏକାଠି ଥିବା ସମୟରେ ସୁଯୋଗ ପାଇ ବୃଦ୍ଧ ଜଣକ ନାବାଳିକା କୁ ଦୁଷ୍କର୍ମ କରିଥିଲେ ! ପରିବାର ଲୋକେ ଜାଣିଲା ପରେ ଜୟପାଟଣା ଥାନା କୁ ଯାଇ ଏକ ଲିଖିତ ଅଭିଯୋଗ କରିଛନ୍ତି ! ଜୟପାଟଣା ପୋଲିସ ବୃଦ୍ଧ କୁ ଅଟକ ରଖି ଡାକ୍ତରୀ ମଇନା କରିଥିବା ଜଣାଯାଇଛି ! ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଜୟପାଟଣା ଥାନା ଅଧିକାରୀଣି ରଶ୍ମିତା ପ୍ରଧାନ କହୁଛନ୍ତି !

Comments (0)
Add Comment