ଗୌଡ଼ ଛେଣ୍ଡିୟା ଧାନ ମଣ୍ଡି ରେ ଟୋକନ୍ ଲେଫସ ହେଉଥିବାରୁ ଚାଷୀ ହନ୍ତସନ୍ତ

କଳାହାଣ୍ଡି (କୋଶଲ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଗୌଡ଼ ଛେଣ୍ଡୀୟା ଧାନ ମଣ୍ଡିରେ ଚାଷୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଚାଷୀ ମାନେ କହିବା ଅନୁସାରେ 19 ତାରିଖ 35 ଟା ଆଉ 20 ତାରିଖର 15 ଟା ଟୋକନ 35 ଜଣ ଚାଷୀ ଙ୍କ ଲେଫସ୍ ହେଇଛି।ଆମେ ଚାଷୀ ମାନେ ବହୁତ ଅସୁବିଧାରେ ଅଛୁ ଏବେ ଆମେ କଣ କରିବୁ। ମୋଟ୍ 50 ରୁ ଉର୍ଦ୍ଧ ତୋକନ୍ ଲେଫସ ହେଇଛି। ଏ ବିଷୟରେ ଆମେ deo କୁ ଜଣାଇଥିଲୁ ସେ ବି କଂପ୍ଲେନ୍ କରିଥିଲେ ଆଉ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କୁ ଜନାଇଥିଲୁଁ,ଆମେ ଚାହୁଁ ଛୁ ଆମ ତୋକାନ ଫେରୁ ଲେ ଆମେ ଯେମିତି ଧାନ ବିକ୍ରି କରିବୁ।ଧାନ କାଟିବା କୁ ମଧ୍ୟ ଟିକେ ଧ୍ୟାନ ଦିଅନ୍ତୁ।ଏହି ମଣ୍ଡି ରେ କ୍ଵିଣ୍ଟାଲ ପ୍ରତି 8 କେଜି ଧାନ ମଧ୍ୟ କଟା ଯାଉଛି ଆମେ ଚାଷୀ ମାନେ ବହୁତ ହଇରାଣ ହେଉଛୁ।ଆମେ ଚାହୁଛୁ ଆମ ଟୋକନ ଫେରୁ ଆଉ ଆମ ଧାନ ଯେମିତି ବି ହେଉ ଯାଉ ଏତିକି ହେଲି ଆମେ ଖୁସି ହେବୁ ବୋଲି ସରକାର କୁ ଜଣାଉଛୁ ବୋଲି କହିଛନ୍ତି।

Comments (0)
Add Comment