ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର | ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଳାହାଣ୍ଡି ୦୬/୦୩/୨୦୨୧ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଥାନା କନକ ପୁର ଗ୍ରାମ ଜଙ୍ଗଲ ନିକଟରୁ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣା ସ୍ଥଳରେ କେଗାଁ ଥାନା ପୋଲିସ ପହଞ୍ଚି ଶବ ଜବତ କରି ଛା ନ ଭିନ ଆରମ୍ଭ କରିଛି । ମୃତ୍ ମହିଳା ଜଣକ କନକ ପୁର ଗ୍ରାମର ଶ୍ୟାମ ସୁନ୍ଦର ନାଏକ ଙ୍କ ସ୍ତ୍ରୀ ପ୍ରିୟଙ୍କା ବୋଲି ଯାଞ୍ଚ ପରେ ଚିହ୍ନଟ କରାଯାଇଛି । ତେବେ କେଉଁ କାରଣରୁ ଏହି ଘଟଣା ଘଟିଲା ଅସ୍ପଷ୍ଟ ଥିବା ବେଳେ ପୋଲିସ ପ୍ରଥମିକ ତଦନ୍ତରେ ପେଟ୍ରୋଲରେ ପୋଡି ହୋଇ ମହିଳା ମୃତ୍ୟୁ ବରଣ କରିଥିବ ବୋଲି ପୋଲସ ସନ୍ଧେହ କରୁଛି । ପ୍ରିୟଙ୍କାର ପରିବାର ଲୋକେ ହତ୍ୟା କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ତାଙ୍କ ଭାଇ ଓ ବାପା କହିଛନ୍ତି।।

Comments (0)
Add Comment