ମୁଣ୍ଡନ କାର୍ଯ୍ୟରେ ଏକ କୁଣ୍ଡିୟ ଗାୟତ୍ରୀ ମହାଜଜ୍ଞଅନୁଷ୍ଠିତ ହୋଇଥିଲା

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ନୂଆଗାଁ ପଞ୍ଚାୟତର ବରାମୁଣ୍ଡ ଗ୍ରାମରେ ଶ୍ରୀମାନ ଲକ୍ଷ୍ମଣ କୁମାର ସେନାପତି ଙ୍କ ଶ୍ରେଷ୍ଠ ସନ୍ତାନ ରୋହିତ ସେନାପତି ଓ।ବଧୂ କମଳ ସେନାପତିଙ୍କ ପ୍ରଥମ ପୁତ୍ର ଆୟାମଦେବସେନାପତିର ମୁଣ୍ଡନ କାର୍ଯ୍ୟରେ ଆଜି ଏକ କୁଣ୍ଡିୟ ଗାଯାତ୍ରୀ ମହାଯଜ୍ଞା ସମାରୋହରଭାବେପାଳିତ ହୋଇଥିଲା,ଏଥିରେ ଶାନ୍ତି କୁଞ୍ଜ ହରିଦ୍ୱାର ଋଷିପୁତ୍ର ସଦାନନ୍ଦନାମଦେଵ ଓ ମିନି କେତନ ଧୀବର ଉପସ୍ଥିତ ରହି ଜଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ, ପ୍ରଥମେ ବାରିକ ସହାୟତା ରେ ଆୟାମଦେବ ସେନାପତି ର ବାଳ କଟା ଯାଇ ପରେ ଯଜ୍ଞ ମାଧ୍ୟମରେ ସଂସ୍କାର ମୂଳକ କାର୍ଯ୍ୟକରାଯାଇଥିଲା ଏବଂ ପ୍ରବୋଚନ ଦ୍ୱାର ଉପସ୍ଥିତ ଶ୍ରଦ୍ଧାଳୁ ଙ୍କୁ ଉପଦେଶ ଦ୍ୱାର ବୁଝାଇ ଥିବାରୁ ଉପସ୍ଥିତ ଶ୍ରଦ୍ଧାଲୁ ଭକ୍ତକୃଷ୍ଣ ସେନାପତି, ପ୍ରେମଲାଲ ଛୁରା, ଭାସ୍କର ଟାକରି, ଅହଲ୍ୟା ସେନାପତି, ମାଧୁରୀ ସେନାପତି, ମରିଚ ସେନାପତି, କୁମୁଦିନି ଛୁରା,ନିବେଦିତା ସେନାପତି ଓମନୋହର ସେନାପତି ପ୍ରମୁଖ ଉପସ୍ଥିତ ରହି ବିଶେଷ ଭାବରେମନମୁଗ୍ଧ ଓ ଆନନ୍ଦ ଉଲ୍ଲାସର ସହିତ ଉପଭୋଗ କରିଥିଲେ, ଏବଂ କରୋନାର ନିତିନିୟମ ଅନୁଯାୟୀ ପାଳନ କରାଯାଏ ଥିଲା,ଆସନ୍ତୁ ଦେଖିବା କିଭଳି ଭାବେ ଉକ୍ତ ଜଜ୍ଞକାର୍ଯ୍ୟସମ୍ପୂର୍ଣ୍ଣ ହୋଇଥିଲା ଓ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Comments (0)
Add Comment