ମା ମାହେଶ୍ୱରୀ କ୍ରୀକେଟ ମ୍ୟାଚ ର ଉଦଯାପିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଚୁଡା ପୁଡୁଗ ର ମା ମାହେଶ୍ୱରୀ କ୍ରୀକେଟ ମ୍ୟାଚ ର ଆଜି ଅନ୍ତିମ ଦିନରେ ପହଞ୍ଚି ଥିଲା |
ଏହି ଅବସରରେ ଓଡ଼ିଶା ଭିଜନ ଟିଭି ର ପଶ୍ଚିମ ଓଡ଼ିଶା ମୁଖ୍ୟ ତଥା ଯୁବ ସମାଜ ସେବୀ ଯଯାତି କେଶରୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ |
ଏହି ଆଜିର ମ୍ୟାଚ ରେ ଭରତାପୁର ସହୀତ ବଡମାଲ କ୍ରୀକେଟ ଟୀମ ଖେଳ ଚାଲି ଥିଲା |ଏଥିରେ ଭରତାପୁର ଦଳ ବିଜୟୀ ହୋଇଥିଲା |ଏବଂ ଭରତାପୁର ହାଇସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ଓ ଚୁଡାପୁଡୁଗ ଗ୍ରାମର ବରିଷ୍ଠ ବ୍ୟକ୍ତି ଶ୍ରୀଯୁକ୍ତ ପ୍ରଦୀପ କୁମାର ପ୍ରଧାନ,ତ୍ରିବନପୁର ର ଗିରିସ ଆଜ୍ଞା, ରାମଚନ୍ଦ୍ର ସାହୁ ଓ ମା ମହେଶ୍ୱରୀ ଯୁବସଙ୍ଘର ସମସ୍ତ କାର୍ଯ୍ୟକର୍ତା ସଭାରେ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ |
Comments (0)
Add Comment