ଅସହାୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ

ନୂଆପଡା ( କୋଶଲ ନ୍ୟୁଜ୍ ) ବର୍ତ୍ତମାନ ସାରା ଦେଶ ରେ ଲୋକ ମାନେ କରନା ସହ ଲଢୁ ଥିବା ବେଲେ ଏ ପଟେ ଗାଁ ଗାଁ ବୁଲି ଲୋକ ମାନଙ୍କର ସେବା କରିବା ରେ ଲାଗି ଛନ୍ତି ବିଧବା ମାନଙ୍କୁ ଶାଢ଼ୀ ଓ ଗରିବ ଲୋକ ମାନଙ୍କୁ ଖାଇବା ପାଇଁ ଚାଉଳ ,ଡାଲି , ବିଭିନ୍ନ ପନୀପରିବା ଖାଇ ବା କୁ ଦେଉଛନ୍ତି ସେ ନିଜର ଚିନ୍ତା ନ କରି ଅନ୍ୟ ମାନଙ୍କର ସେବା ରେ ସବୁ ଗାଁ ରେ ସେ ଆଉ କେହି ନୁହେଁ ଆମ ଅଞ୍ଚଳ ର ବରିଷ୍ଠ ନେତା ନୂଆପଡା ଜିଲ୍ଲା ର ଶ୍ରୀ ପ୍ରଶ୍ନନ ପାଢ଼ୀ ବର୍ତମାନ ଓଡିଶା ରାଜ୍ୟ ର ରାଜ୍ୟ କାର୍ଯ୍ୟ କାରିଣୀ ରୂପେ କାର୍ଯ୍ୟ ତୋଳଉ ଛନ୍ତି , କରନା ମହାମାରୀ ସମୟ ରେ କାହାରି କୁ ଖାତିର ନ କରି ଲୋକ ମାନଙ୍କ ର ସେବା କରି ବା ରେ ଆଗେଇ ଆଇଲେ । ଶ୍ରୀ ପ୍ରଶ୍ନନ ପାଢ଼ୀ ଙ୍କୁ ସମାଜ ସେବୀ କହିବା ସଙ୍ଗେ ସଙ୍ଗେ ନୂଆପଡ଼ା ଜିଲ୍ଲା ର ଗୌରବ କୁହା ଯିବ।ଓ ତାଙ୍କର କାମ ପ୍ରଶଂସା ଜନକ ବେଳେ ତାଙ୍କ ସାଙ୍ଗ ରେ ନୂଆପଡା ଜିଲ୍ଲା କୋମନା ବ୍ଲକ , ସିଅଲଲଟି ଗ୍ରାମ ର ସମାଜ ସେବୀ ହେଲେ ଶ୍ରୀ ଛବିଲୋଚନ ସାହୁ,ଦୁର୍ଯୋଧନ ପ୍ରଧାନ,ବିଜୁ କୁମାର ସାହୁ,ବାବୁଲାଲ ଶବର, ତଥା ପ୍ରମୁଖ ସମାଜ ସେବୀ ରୂପେ କାର୍ଯ୍ୟ ତୋଳଉ ଛନ୍ତି

Comments (0)
Add Comment