ବିଜୁ ଏକ୍ସପ୍ରେସ ୱେଏରେ ଘର ହରାଇଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ବିଜୁ ପକ୍କା ଗୃହ ଯୋଜନା ସାମିଲ କରାଯାଉ

ନୂଆପଡା ( କୋଶଲ ନ୍ୟୁଜ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ର କର୍ଲାକୋଟ ଗ୍ରାମ ପଞ୍ଚାୟତର ଟାଙ୍ଗରିପଡା ଗ୍ରାମ ରେ ବିଜୁ ଏକ୍ସପ୍ରେସ ୱେଏ ରେ ଜମି କିମ୍ବା ଘର ହରାଇଥିବା ହିତାଧିକାରୀଙ୍କୁ ସ୍ୱତନ୍ତ୍ର ବିଜୁ ପକ୍କା ଘର ପ୍ରଦାନ କରାଯାଇଅଛି।ଏହି ବିଜୁ ପକ୍କା ଗୃହ ନିର୍ମାଣ କାର୍ଯ୍ୟ କୁ ବୋଡେ଼ନ ବି ଡି ଓ ପୂର୍ଣ୍ଣଚନ୍ଦ୍ର ଭୋଇ, ବ୍ଲକ ଅଧ୍ୟକ୍ଷା ପ୍ରେମସିଲା ନାଗ, ତଦାରଖ କରିଥିଲେ । ଉପରୋକ୍ତ ଗାଁ ର ୧୪ ଜଣ ଗୃହ ସଂଘ ରୋଧରେ ଚିକିତ୍ସା ହେଉଥିବା ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି।ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ଉନ୍ନତି ଘଟିଥିବା ଜଣାଇଥିଲେ । ଗ୍ରାମ ର ଆଶା କର୍ମୀ ମଧ୍ୟ ଉପସ୍ଥିତ ଥିଲେ । କୋଭିଡ ନିୟମାବଳି ପାଳନ ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି । ଘରେ ରହିବା ସୁରକ୍ଷିତ ରହିବ ଆହ୍ବାନ କରିଛନ୍ତି।

Comments (0)
Add Comment