ଆଉ ନାହାନ୍ତି କଂଗ୍ରେସ ର ବରିଷ୍ଠ ନେତା ଓ ସମାଜ ସେବୀ ଶଶୀଭୂଷଣ ବେହେରା।

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡୋମଝେର ଗ୍ରାମର ଗଉନ୍ତିଆ ପରିବାର ର ଶଶୀଭୂଷଣ ବେହେରା ବୟସ 72 ।ହୃଦ୍ଘାତ ଜନିତ ରୋଗରେ ରାୟପୁର ରେ ଚିକିଶ୍ରିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।ସେ ଜଣେ କଂଗ୍ରେସ ଦଳ ର ବରିଷ୍ଠ ନେତା ହିସାବ ଜଣା ଶୁଣା ଥିଲେ ଓ ସମାଜ ସେବା କ୍ଷେତ୍ର ରେ ମଧ୍ୟ ପାଦେ ଆଗେଇ ଆସୁଥିଲେ।ସେ ସମସ୍ତ ଙ୍କୁ ସମାନ ହିସାବରେ ଦେଖୁଥିଲେ।ତାଙ୍କର ବୁଚାରଧାରା ବହୁତ ଭଲ ଥିଲା ।ତାଙ୍କର ଏହି ମୃତ୍ୟୁ ଖବର ଶୁଣି ଏହି ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଆମର ଅପୁରଣୀୟ କ୍ଷତି ହେଇଛି ବୋଲି ଅଂଚଳ ର ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି।

Comments (0)
Add Comment