ରୋୟାଲ କ୍ଳବ ଗନୀଆରୀ ପକ୍ଷରୁ ବିଶ୍ୱ ପରିବେଷ ଦିବସ ପାଳିତ ହେଇଯାଛି I

ନୂଆପଡା ( କୋଶଲ ନ୍ୟୁଜ୍ ) ନୂଆପଡା ଜିଲ୍ଲା କୋମନା ବ୍ଲକ ଗନିଆରି ଗ୍ରାମରେ ଆଜି ରୋୟାଲ କ୍ଳବ ପକ୍ଷରୁ ବିଶ୍ୱ ପରିବେଷ ଦିବସ ପାଳନ କରାଯଇଛି I ଗ୍ରାମର ଯୁବକ ସଂଘର ସଦସ୍ୟ ଏକତ୍ରିତ ହେଇକି ଗାଁର ନଳକୂପ, ମନ୍ଦିର, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର , କୂଅ, ଗାଁକୁ ସଫା ସୁତରା କରା ଯାଇଥିଲା I ରୋୟାଲ କ୍ଳବର ଉପ ସଭାପତି – ଟିକେଶ୍ୱର ହଂସ କହିଛନ୍ତି ଯଦି ଆମର ପରିବେଷ ସଫା ସୁତରା ରହିବ ତେବେ ଆମ ସ୍ୱଚ୍ଛ ନିଶ୍ୱାସ ପ୍ରସ୍ୱାଷ ନେଇପାରିବା ଯାହାଫଳରେ ଶରୀର ସୁତ ରହିବ ଓ କରୋନା ମହାମାରୀ କୁ ମାପ ଦେଇପାରିବା I କାର୍ଯ୍ୟକ୍ରମରେ ଯୁବକ ସଂଘ ସଦସ୍ୟ – ଥୟରାମ ହଂସ, ରମେଶ ନାଗ, ଭାଷ୍କର ଥପା, ପ୍ରମୁଖ ସହଯୋଗ କରିଥିଲେ I

Comments (0)
Add Comment