ପୋଲିଶ ଡିଜିପି ଅଭୟଙ୍କ ରାଉରକେଲା ସହର ଗ୍ରସ୍ତ

ରାଉରକେଲା ସହରକୁ ପୋଲିଶ ଡିଜିପି ଗ୍ରସ୍ତ କରିଛନ୍ତି । ସେକ୍ଟର –୧୩ ବିମାନ ବନ୍ଦରରେ ପହଞ୍ଚି ସହରର ବିଭିନ୍ନ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ବ୍ୟତୀତ ଏସପିଙ୍କ କାର୍ଯ୍ୟଳୟରେ ଏକ ଉଚ୍ଚସ୍ଥରୀୟ ବୈଠକ ବସିଥିଲା । ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଡିଜିପିଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ଏହା ବ୍ୟତୀତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଏହି ବୈଠକରେ ରାଉରକେଲା ଏସପି , ସୁନ୍ଦରଗଡ଼ ଏସପି ଏବଂ ଅନେକ ଉଚ୍ଚ ପୋଲିଶ ଅଧିକାରୀ ଉପସ୍ଥିତ ଥିଲେ ।

Comments (0)
Add Comment