ବିଜେପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଗଣ ଧାରଣା

ସମ୍ବଲପୁର (କୋଶଲ ନ୍ୟୁଜ୍) ଆଙ୍କର -ସମ୍ବଲପୁର ଜ଼ୀଲ୍ଲା ବିଜେପି ତରଫରୁ ଆଜି ସମ୍ବଲପୁର ସହର ରେ ଗୌ ହତ୍ୟା ବନ୍ଦ ଥିଲେ ମଧ୍ୟ ପ୍ରଶାସନ ର ଅବହେଳା ପାଇଁ ବାରମ୍ବାର ହିନ୍ଦୁ ମାନକର ଆସ୍ଥା ବିଶ୍ୱାସ ମାଆ ବୋଲି ସମ୍ବୋଧନ ଦେଇଅସୁଥିବା ପ୍ରତେକ ଘରେ ଗୌ ମାତା କୁ ପୂଜା କରି ଆସୁଥିବା ଗୋୖ ମାତା ର ହତ୍ୟା, ଗୌ ଚମଡା ,ଗୌ ମାଂସ ବିକ୍ରି କରି କିଛି ଲୋକ ହିନ୍ଦୁ ବିରୋଧୀ ଚଳାଇଛନ୍ତି ତାଙ୍କର ବିରୋଧ ରେ ଆଜି ଗଣଧାରଣା ଓ ଜ଼ୀଲ୍ଲାପାଲ ଙ୍କର ଜରିଆ ରେ ମହାମହିମ ରାଜ୍ୟପାଳଙ୍କୁ ଙ୍କୁ ଗୌ ହତ୍ୟା ବନ୍ଦ ପାଇଁ ଦାବି ପତ୍ର ମାଧ୍ୟମ ରେ ଜଣାଇ ପ୍ରଶାସନ କୁ ଚେତାବନୀ ଦିଆଯାଉଛି।ଆଗାମୀ ଦିନରେ ଯଥାଶୀଘ୍ର ପଦକ୍ଷେପ ନନେଲେ ପ୍ରଶାସନ ଦାୟୀ ରହିବ ଉକ୍ତ ଧାରଣା ସଭା ରେ ବିଜେପି ଜ଼ୀଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କର ନେତୃତ୍ପ ରେ ବିଜେପି ଜ଼ୀଲ୍ଲା ସାଧାରଣ ସମ୍ପାଦକ ଅନୀଲ ବେହେରା ଓଡିଶା ବିଜେପି ସାଧାରଣ ସମ୍ପାଦକ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରବି ନାଏକ, ବିଜେପି ଓଡିଶା ଉପସଭାପତି ତଥା ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ,ରେଢ଼ାଖୋଲ ବିଜେପି ବିଧାୟକ ପାର୍ଥି ଶ୍ରୀଯୁକ୍ତ ଦେବେନ୍ଦ୍ର ମାହାପତ୍ର, କର୍ଣ୍ଣେଲ ପ୍ରଭାତ ପଣ୍ଡା ,ଡକ୍ଟର ରାଜକୁମାର ବଡ଼ପଣ୍ଡା ,ଚନ୍ଦ୍ର ପଣ୍ଡା,ଅର୍ଣ୍ଣପୁରଣା ବାରିକ, ଶିବ ଅଗ୍ରୱାଲ, ଦିଲୀପ ଶର୍ମା ଆହୁରି ମଧ୍ୟ ଅନେକ ବିଜେପି ନେତା ଉପସ୍ଥିତ ରହିଥିଲେ।

Comments (0)
Add Comment