ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ନୂଆପଡା ( କୋଶଲ ନ୍ୟୁଜ ) ନୂଆପଡା ଜିଲ୍ଲା ଖରିଆର ବ୍ଳକ ଅନ୍ତର୍ଗତ ଭୂଲିଆସିକୁଆ ଗ୍ରାମର ବିଜୁଲି ଡଙ୍ଗର ର ଏକ ଗଛରେ ଝୁଳନ୍ତା ମୃତ୍ୟୁଦେହ ଉଦ୍ଧାର।ମୃତ ଯୁବକ ହେଲେ ଭୂଲିଆସିକୁଆ ଗ୍ରାମର ଲୁଭେ ଦାସ (୪୫)।ଲୁଭେ ବେକରେ ରସିଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛିି।ସେ ୮ଦିନ ହେଳା ନିଖୋଜ ଥିଲେ ଏନେଇ ଖରିଆର ଥାନାରେ ତାଙ୍କ ପରିବାର ଲୋକ ଏକ ନିଖୋଜ କେସ କରିଥିଲେ।ସେ କିଛିଦିନ ହେଲା ମାନସିକ ଭାରସ୍ୟାମ ହରାଇ ବସିଥିଲେ ବୋଳି ପରିବାର ଳୋକେ ଅଭିଯୋଗ କରିଛନ୍ତି।ତାଙ୍କର ଛୋଟ ଛୋଟ ପୁଅ ଝିଅ ଅଛନ୍ତି।

Comments (0)
Add Comment