ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ନାଗରିକଙ୍କୁ ମାଗଣାରେ ମିଳିବ ଟିକା

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ କହିଛନ୍ତି ଯେ ସାରା ଦେଶ ଆଜି କଠିନ ପରିସ୍ଥିତି ଦେଇ ଗତି କରୁଛି। ଗତବର୍ଷଠାରୁ ଏ ବର୍ଷର ସ୍ଥିତି ଆହୁରି ଭୟଙ୍କର। ରାଜ୍ୟର ସମସ୍ତ ନାଗରିକଙ୍କୁ କରୋନା ଟିକା ମିଳିବ। ଟିକା ପାଇଁ କାହାକୁ ମଧ୍ୟ ଟଙ୍କାଟିଏ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments
Loading...