ଆଜିର ରାଶିଫଳ ରବିବାର ୨୦ ଡିସେମ୍ବର ୨୦୨୦

ମେଷ
ପ୍ରଭାବଶାଳୀ ବନ୍ଧୁମାନଙ୍କ ସହ ସମ୍ବନ୍ଧ,
ସର୍ବସୁଖ ପ୍ରାପ୍ତି, ଅର୍ଥଲାଭ, ସମ୍ପତ୍ତଲାଭ, ସ୍ବାସ୍ଥ୍ୟରେ
ଉନ୍ନତି, ବିବାହ ଯୋଗ ଓ ସୁଖାଦ୍ୟ ପ୍ରାପ୍ତି ଇତ୍ୟାଦିର
ସମ୍ଭାବନା |

ବୃଷ
ଲକ୍ଷ୍ୟପ୍ରାପ୍ତି, ସମ୍ମାନ ବୃଦ୍ଧି, ସଫଳତା, ସୁଖ,
ପାରିବାରିକ ଶାନ୍ତି, କାର୍ଯ୍ୟକ୍ଷେତ୍ରରେ ସଫଳତା,
ଉପହାର ପ୍ରାପ୍ତି, ଘରୋଇ ସୁଖସୁବିଧା ପ୍ରାପ୍ତି, ସମ୍ପତ୍ତା
ବିକ୍ରୟରୁ ଲାଭ, ଲୋକସମ୍ପର୍କ, ସାମଜିକ ସମ୍ମାନ
ପ୍ରାପ୍ତି ଇତ୍ୟାଦିର ସମ୍ଭାବନା |

ମିଥୁନ
ଦୌର୍ବଲ୍ୟ, ଅପ୍ରତ୍ୟାଶିତ ବ୍ୟୟ, ଅର୍ଥହାନୀ
ଜନିତ ଭୟ, ମାନସିକ ଅଶାନ୍ତି, ଶୟନରେ
ଅସୁବିଧା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆଳସ୍ୟ,
ସମ୍ମାନହାନୀ ଇତ୍ୟାଦିର ସମ୍ଭାବନା ।

କର୍କଟ
ଶତୃବୃଦ୍ଧି, ଅର୍ଥହାନୀ, ଭୟ, ସ୍ବାସ୍ଥ୍ୟରେ
ଅବନ୍ନତି, କଳହ, ଚିନ୍ମା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା,
ଆର୍ଥିକ ସମସ୍ୟା ଇତ୍ୟାଦିର ସମ୍ଭାବନା |

ସିଂହ
ଅର୍ଥଲାଭ, ସୁଖାଦ୍ୟ ଓ ସୁବସ୍ତ୍ର ପ୍ରାପ୍ତି,
ଯାନବାହାନ ପ୍ରାପ୍ତି, ଆନନ୍ଦଦାୟକ ଭ୍ରମଣ,
ବିଘ୍ନନାଶ ଓ ସର୍ବକ୍ଷେତ୍ରରେ ସଫଳତା ଇତ୍ୟାଦିର
ସମ୍ଭାବନା |

କନ୍ୟା
ଅର୍ଥଲାଭ, ଶତ୍ର ଉପରେ ବିଜୟ, ଉତ୍ତମ
ସ୍ଵାଫ୍ଲୁ, ପାରିବାରିକ ଶାନ୍ତି, ସୁସଙ୍ଗ ପ୍ରାପ୍ତି, ମାନସିକ
ଶାନ୍ତି ଇତ୍ୟାଦିର ସମ୍ଭାବନା |

ତୁଳା
ସ୍ଵାସ୍ଥ୍ୟ ହାନୀ, ଦୁଃଖ, ସର୍ବକ୍ଷେତ୍ରରେ ବିଘ୍ନ,
ପାଚନଜନିତ ରୋଗ, ଅନାବଶ୍ୟକ ଭ୍ରମଣ,
ଅର୍ଥହାନୀ, ସମ୍ମାନହାନୀ, ଦାରିଦ୍ର୍ୟ, ପ୍ରେମରେ
ଅସଫଳତା ଇତ୍ୟାଦିର ସମ୍ଭାବନା |

ବିଛା
ଭୟ, ଚିନ୍ତା, ଅର୍ଥହାନୀ, ପାରିବାରିକ
ଅଶାନ୍ତି, ରୋଗ, ସନ୍ଦେହ ଇତ୍ୟାଦିର ସମ୍ଭାବନା |
କଳହ ଓ ମତଭେଦ ରୁ ଦୂରରେ ରହିବାକୁ ଚେଷ୍ଟା
କରନ୍ତୁ ।

ଧନୁ
ସଫଳତା ପ୍ରାପ୍ତି, ଅର୍ଥ ଲାଭ, ବନ୍ଧୁତାସ୍ଥାପନ,
ଶତ୍ର ଉପରେ ବିଜୟ, ବନ୍ଧୁଙ୍କଠାରୁ ଧନପ୍ରାପ୍ତି
ଇତ୍ୟାଦିର ସମ୍ଭାବନା । ଏହି ଦିନ ଶିକ୍ଷା, ପରିକ୍ଷା ଓ
ଭ୍ରମଣ ପାଇଁ ଶୁଭ ଅଟେ |

ମକର
ଅର୍ଥହାନୀ, ବିଘ୍ନ, କଳହ, ସମ୍ମାନ ନଷ୍ଟ
ଅନାବଶ୍ୟକ ବ୍ୟୟ, ଡିପ୍ରେଶନ୍ ଇତ୍ୟାଦିର
ସମ୍ଭାବନା |
କୁମ୍ଭ
ଉତ୍ତମ ସ୍ବାସ୍ଥ୍ୟ, ଅର୍ଥ ଓ ସମ୍ପତ୍ତି ଲାଭ,
ଭାଗ୍ୟଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ
ଜୀବନରେ ଶାନ୍ତି, ବନ୍ଧୁମିଳନ, ମାନସିକ ଶାନ୍ତି,
ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ ନୂତନ
କାର୍ଯ୍ୟାରମ୍ଭ ଇତ୍ୟାଦିର ସମ୍ଭାବନା |

ମୀନ
ନିର୍ଭଶୀଳତା, ଆଳସ୍ୟ, ଇର୍ଷା, ହାନୀ,
ବ୍ୟୟ, ଦୁର୍ଘଟଣା, ବନ୍ଧୁ ବାନ୍ଧବ ଙ୍କ ସହିତ
ମନୋମାଳିନ୍ୟ, ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ
ମନୋମାଳିନ୍ୟ ଇତ୍ୟାଦିର ସମ୍ଭାବନା |
Comments
Loading...