|
ମେଷ |
ମହିଳା ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି ନୂଆ ଜାଗାରେ ନୂଆ ସାଙ୍ଗ ବନାଇ ପାରନ୍ତି । ଆଖ ପାଖରେ ଥିବା ଲୋକଙ୍କ ଠାରୁ କିଛି ସହୋଯୋଗ ମିଳିପାରେ । ଆଜି କିଛି କୁଆ ଜିନିଷ ମଧ୍ୟ ଖୋଲି ପାରନ୍ତି । କିନ୍ତୁ କଠିନ ପରିଶ୍ରମ କରିବା ଫଳରେ ଯାଇ ସଫଳତା ହାସଲ କରିବେ । କୌଣସି ଏକ ବାହାର କମ୍ପାନୀ ରୁ ଭଲ ଲାଭ ମିଳିବ ଓ ଯଦି ଆପଣଙ୍କର ଆପଣଙ୍କର ବାହାର କମ୍ପାନୀରେ ନିବେଶ କରିଥିବା ଟଙ୍କା ଦୁଇ ଗୁଣ ପରି ଫେରି ପାଇବେ ।
ବୃଷ |
ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । କାର୍ଯ୍ୟରେ ସୁଧାର ଆସିପାରେ କେହି ଜଣେ ଆପଣଙ୍କୁ ଏକ ଭଲ ଉପାୟ କହିବା ଫଳରେ ଆପଣଙ୍କୁ ଏହି ଉପାୟ ଭଲ ଲାଗିବା ଯାହା ଆପଣ କରିବେ ଓ ଉପକୃତ ମଧ୍ୟ ହେବେ । ଆଜି କିଛି ନୂଆ ଜିନିଷ କିଣିବା ଓ କିଛି ସୌକିନ ଖାଦ୍ୟ ମଧ୍ୟ ଖାଇ ପାରନ୍ତି । ଆଜି କାହା ସାଙ୍ଗରେ ବାଦ ବିବାଦ ବଢିପାରେ । ପରିବାରରେ କାହା ସାଙ୍ଗରେ ମତ ଭେଦ ହୋଇପାରେ । ଆଜି କିଛି ନୂଆ ଦାଇତ୍ୟ ବଢିପାରେ । ଆପଣଙ୍କର ସାମନ୍ନାରେ ଆଜି ବହୁତ ଆସୁବିଧା ଆସିବା କିନ୍ତୁ ନିଜର ଦକ୍ଷ ଓ ସହନ ଶିଳ ଯୋଗୁ ସବୁ ଜିନିଷରୁ ଆଜି ମୁକ୍ତି ମିଳିବ ।
ମିଥୁନ |
ଆଜି କୌଣସି ସେମିନାର ଅଛି ଯଦି ବହୁତ ଭଲରେ ଚେଷ୍ଟା କଲେ ସେଥିରେ ସୁଫଳ ମିଳିବ । ଜୀବନ ସାଥି କୌଣସି ଏକ ଭଲ କାମ ଦେଖି ବହୁତ ପ୍ରଶଂସା କରିବେ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ ।
କର୍କଟ |
ଆଜି ନିଜର ଭଲ ବ୍ୟବହାର ଓ କଥାବାର୍ତାରେ ସମସ୍ଥଙ୍କୁ ନିଜର କରିପାରିବ । ସ୍ଵାସ୍ଥ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ । କାହା ଉପରେ ଅଧିକ ବିଶ୍ଵାସ ରଖନ୍ତୁ ନାହିଁ କାରଣ ଆଜି ସେଥିରେ ଆପଣ ବିଶ୍ଵାସ ଭାଙ୍ଗି ଯିବ ଓ ଆପଣ ମନ ଖରାପ ରହିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।
ସିଂହ |
କନ୍ୟା |
ତୁଳା |
ଚାକିରି କରୁଥିବା ବ୍ୟକ୍ତି ତାଙ୍କର ପଦ ଊର୍ଣ୍ଣତି ହୋଇପାରେ । ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ ଲମ୍ବା ରାଶି ମିଳୁଥିବା ରାଶିରେ ଧନ ନିଯୋଗ କରନ୍ତୁ ପରେ ସେଥିରେ ଭଲ ଲାଭ ପାଇବେ ।ଜୀବନସାଥି ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ । ଗୁରୁଜନଙ୍କ କଥା ମାନନ୍ତୁ ଆଶ୍ରିବାର୍ଦ ସହ କାମ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।
ବିଛା |
ଧନୁ |
ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେହତିରେ ସଫଳତା ହାସଲ କରିବେ । ବ୍ୟବସାୟ ରେ ଭଲ ଲାଭ ହେବ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ ।ବ୍ୟବସାୟରେ ନିଜର ଥିବା ସାଙ୍ଗ ପାଖରୁ ସହାୟତା ମିଳିପାରେ ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କଟିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା ।
ମକର |
ଆପଣଙ୍କର କିଛି ବହୁତ ବଡ ଖୁସି ଖବର ମିଳିପାରେ । ଚାକିରିଆ ଲୋକେ ବହୁତ ଭଲରେ ଦିନ କଟିବ ଓ ଉପର ଅଫିସରଙ୍କର ସହୋଯୋଗ ଫଳରେ କାର୍ଯ୍ୟର ଭାର କମିଯିବ । ଆଜି ଦିନ ଭଲରେ କଟିବ । ପୂର୍ବରୁ କରିଥିବା ଉପାୟରେ ଏବେ ଆପଣଙ୍କୁ ସଫଳତା ହେବ । ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ ।। ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ ।
କୁମ୍ଭ |
ଆଜି କୌଣସି କାମ ସରିଯିବା ଫଳରେ ଆଜି ଆପଣଙ୍କୁ ବହୁତ ଆରମ ଲାଭ କରିପାରିବେ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଗାଡି ଓ ଜମି ଭଳି ଜିନିଷ ଆଜି କିଣି ପାରନ୍ତି ଏଥିରେ କୌଣସି ବାଧା ଆସିବ ନାହିଁ । ଯଦି ଭଡା ଘରେ ରହୁଛନ୍ତି ଓ ଚାହୁଞ୍ଚନ୍ତି ଘର ବଦଳାଇବା ପାଇଁ ତେବେ ଆଜି ଦିନ ବହୁତ ଭଲ ଅଟେ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପରେ ରହିପାରାନ୍ତି । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।
ମୀନ |
ଯଦି ଆପଣଙ୍କର କୋଟ କଚରି କିଛି ମାମଲା ଥାଏ ତେବେ ଆଜି ସେହି ଜିନିଷ ଆପଣଙ୍କର ପକ୍ଷରେ ଯାଇପାରେ ଓ ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ସାଙ୍ଗ ଦେଖା ଦେଇପାରେ ।
[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]