ଆଜିର ରାଶିଫଳ ସୋମବାର ୨୪ ମଇ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ଜୀବନ ସାଥି ସହ ଭଲ ସମୟ ବିତାଇବେ । କିଛି ବି ନିସ୍ପତି ନେବା ଆଗରୁ ଆପଣ ନିଜର ଧର୍ମ ପତ୍ନୀ ଙ୍କୁ ଥରେ ପଚାରି ନିଅନ୍ତୁ । ସକାଳୁ ଉଠି ପ୍ରଭୁ ଶନି ଦେବଙ୍କର ପାର୍ଥନା କରନ୍ତୁ । ଆପଣଙ୍କ ଏହି ସମୟ ମଧ୍ୟରେ ସନ୍ତାନ ପ୍ରାପ୍ତିର ଖୁସି ଖବର ପାଇ ପାରନ୍ତି । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣ ନିଜର ଭାଗ୍ୟ ବଦଳାଇ ଦେବେ ଏତେ ଧନ ଆପଣଙ୍କ ପାଖକୁ ଆସିବ । ଆପଣ ଏହି ସମୟ ଭିତରେ ଭଗବାନ ଶନୀଙ୍କୁ ନିଜ ପୂଜା ଦ୍ଵାରା ପ୍ରସନ୍ନ କରି ପାରିବେ
ମିଥୁନ: ଆପଣ ନିଜ ପାଇଁ କିଛି ନୂଆ ଜାନ ବାହନ କିଣି ପାରିବେ ଆପଣ କିଛି ଜରୁରୀ କାମରେ ଅଟକି ଯାଇ ପାରନ୍ତି । ଆପଣଙ୍କ ଘରେ କିଛି ଅନୁଷ୍ଠାନ ହୋଇ ପାରେ । ଆପଣ ନିଜ ଜୀବନରେ ଚାହୁଁଥିବା ମଣିଷକୁ ନିଜ ଜୀବନରେ ଆଣିବା କୁ ଯଦି ଚାହୁଞ୍ଚନ୍ତି ତେବେ ଏହା ଭଲ ଦିନ ଅଟେ । ଆପଣ ନିଜ ପରିବାର ଲୋକଙ୍କ ସହ କଥା ହୋଇ ପାରନ୍ତି ଏହି ବିଷୟରେ । ଆପଣ ନିଜ କାମ ଭଳି ନିଜ ପରିବାରକୁ କୁ ସମୟ ଦିଅନ୍ତୁ । ଆପଣ ଆଜି କିଛି ଭଲ ଖାଦ୍ଯ ଖାଇ ପାରିବେ ।
ସିଂହ:ଆପଣଙ୍କ ସହ କିଛି ଭଲ ଓ କିଛି ଖରାପ ସମୟ ବିତିବ ଏହି ଦିନ ଆପଣଙ୍କୁ ମିଶ୍ରିତ ଫଳ ଦେବ । କିଛି କ୍ଷତି ହେବାର ସମ୍ଭାବନା ଅଛି ଆପଣ ନିଜ ହିସାବକୁ ସଠିକ ଭାବେ ରଖନ୍ତୁ । ଆପଣ ନିଜ ସାଙ୍ଗ ମାନଙ୍କ ମଧ୍ୟରେ ଆକର୍ଷଣ ହୋଇ ପାରିବେ । ଯେଉଁ ମାନେ ନିଜ କୁ ଏକା ଅନୁଭବ କରୁଛନ୍ତି ସେମାନେ ନିଜ ପରିବାର କିମ୍ବା ବନ୍ଧୁଙ୍କ ସହ କଥା ହେବା ନିହାତି ଆବଶ୍ୟକ ଅଟେ । ଯଦି ଆପଣ ନିଜ ମନ କଥାକୁ କାହା ସହ ବାଣ୍ଟିବା ପାଇଁ ଚାହୁଁ ନାହାନ୍ତି ତେବେ କିଛି ସମୟ ପାଇଁ ମେଡିଟସନ କରନ୍ତୁ ।
ତୁଳା:ଆପଣଙ୍କ ପରିବାରରେ ଖୁବ ଭଲ ସମୟ ରହିବ ସବୁ ଲୋକମାନେ ଭଲ ରହିବେ । ଆପଣଙ୍କୁ ଆମେ କହି ରଖିବାକୁ ଚାହୁଁ କି ଆପଣଙ୍କ କିଛି କାମ ଅଧାରେ ରହି ପାରେ । ଆପଣ ନିଜେ ନିଜ କାମ ପାଇଁ ଅସୁବିଧା କରିବେ । ଆପଣଙ୍କୁ ଧନ ପ୍ରାପ୍ତି ହେବ ଆର୍ଥିକ ସ୍ଥିତି ଭଲ ରହିବ । ଆପଣ ନିଜ କାମକୁ ନେଇ ଚିନ୍ତାରେ ରହିବେ । ଆପଣ ଯଦି ଚାହିଁ ବେ ନିଜ ସାନ ଭାଇ କିମ୍ବା ଅନ୍ୟ କାହା ପାଖରୁ ସାହାଜ୍ଯ ମାଗି ପାରିବେ ।
ଧନୁ:ଆପଣଙ୍କ ଦିନ ଆଜି ଖୁବ ଭଲ ଜୀବ ଆପଣ ନିଜ ପରିବାର ଲୋକଙ୍କ ସହ ଆଜି ଟିକେ ଜଗି ରାଖୀ କାଥା ହୁଅନ୍ତୁ । ଆପଣ ନିଜ କାମରେ ନିଜକୁ ବ୍ୟସ୍ତ ରଖିଥିବାରୁ ହୁଏତ ପରିବାରରେ ସାମାନ୍ଯ ଅସାନ୍ତି ହୋଇ ପାରେ । ଯଦି ଆପଣ ଚାହିଁବେ ତାହେଲେ ଆପଣ ଏହାକୁ ଠିକ କରି ପାରିବେ ଆପଣ ନିଜେ କିଛି ଏଭଳି କରନ୍ତୁ ଯାହା ପାଇଁ ଆପଣଙ୍କ ପରିବାର ଲୋକମାନେ ଆପଣଙ୍କୁ ବୁଝିବା ପାଇଁ ଚେଷ୍ଟା କରିବେ । ଆଜି ଆପଣଙ୍କ ମନ ପ୍ରଫୁଲ ରହିବ । ଆପଣ ଆଜି ସକାଳୁ ନିଜର ସ୍ନାନ ସାରିଲା ପରେ ଭଗବାନ ସୂର୍ଯ୍ୟ ଙ୍କୁ ଜଳ ଦାନ କରନ୍ତୁ । ଆପଣ ନିଜ କୁ ସାନ୍ତ ରଖିଲେ ନିଜେ ଓ ଅନ୍ୟ ମାନଙ୍କୁ ଖୁସି ଦେଇ ପାଇବେ ।
କୁମ୍ଭ: ଆପଣଙ୍କ ଆର୍ଥିକ ପରିସ୍ଥିତି ଖୁବ ଭଲ ହୋଇଯିବ ଆପଣ ନିଜ ପରିବାର ସହ ଖୁବ ଭଲ ସମୟ ବିତାଇବେ । ଆପଣ ଙ୍କ ପାଇଁ ଥିବା ତାଙ୍କ ମାନରେ ଭଲ ପାଇବା ବଢିବ । ପରିବାରରେ ଆପଣଙ୍କ ଭାଇ ଓ ଭଉଣୀ ମଧ୍ୟରେ ଭାଇ ଚାରା ବଢିବ । ଆପଣ ନିଜ ଆର୍ଥିକ ବୃଦ୍ଧି କରିବାରେ ସକ୍ଷମ ହେବେ । ଆପଣ ଯାହା ବି କମେଇବେ ତା ଠାରୁ ଅଧିକ ଆପଣ ଖର୍ଚ୍ଚ କରି ଦେବେ ଆପଣ ଡେକହନ୍ତୁ କେଉଁ କେଉଁ କାମରେ ଆପଣ ପଇସା ବଞ୍ଚେଇ ପାରିବେ, ତାହା ର ସୁଛି କରି ତାକୁ କାମରେ ଲଗାନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...