ଆଜିର ରାଶିଫଳ ଗୁରୁବାର ୨୭ ମଇ ୨୦୨୧

ମେଷ: ଆପଣ ଆଗ ଅପେକ୍ଷା ଭଲରେ ରହିବ । ଆପଣ ନିଜ ଅପେକ୍ଷା ନିଜ ପରିବାର ପାଇଁ ଚିନ୍ତା ରେ ରହିବ । ଆପଣ ଅଧିକ ପରିଶ୍ରମ ନ କରି ମଧ୍ୟ ପରୀକ୍ଷାରେ ସଫଳ ରହିବ । ମାତ୍ର ଆପଣ ଆସା କରୁଥିବା ଫଳ ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଆପଣ ନିଜେ ପରିଶ୍ରମ କରିବେ । ଏହି ସମୟ ଆସା ର ସମୟ ଅଟେ । ଆପଣଙ୍କୁ ଅନ୍ୟ ଜାଗାରୁ ଚାକିରି ପାଇଁ ଅଫାର ଆସିପାରେ । ଆପଣ ଯଦି ଚାହିଁବେ ନିଜ କାମକୁ ଭଲଭାବେ କରି ନିଜ ଉପର କର୍ମଚାରୀଙ୍କୁ ଆପଣ ଖୁସି କରି ପାରିବେ । ଆପଣ ନିଜକୁ ବାହାର ସମସ୍ଯା ଠାରୁ ଦୂରେଇ ରଖନ୍ତୁ ।
ମିଥୁନ: ଆପଣ ସବୁ ଜିନିଷକୁ ନିଜ ଅଧୀନରେ ଆଣିବାକୁ ଚେଷ୍ଟା କରନ୍ତୁନି । ଆପଣ ଯଦି ନିଜ ହିସାବରେ ଜିନିଷକୁ କରିବା ପାଇଁ ଚେଷ୍ଟା କରିବେ ଖୁବ ଅସୁବିଧା ହେବ । ଆପଣଙ୍କୁ ଟିକେ ସାବଧାନୀର ସହ ନିଜ କାମ କରିବାକୁ ପଡିବ ଏହାର କାରଣ ହେଉଛି ଆପଣ ଯଦି ଟିକେବି ଲୋକଙ୍କ ସହ ଅଧିକ ମିସିବେ ସେମାନେ ଆପଣଙ୍କ ଫାଇଦା ନେବା ପାଇଁ ଚେଷ୍ଟା କରିବେ । ଏହା ବ୍ୟତିୟ ଆପଣଙ୍କ ଜୀବନରେ ସବୁକିଛି ଭଲ ବିତିବ ଆପଣ ନିଜ ଜୀବନକୁ ଖୁବ ଆନନ୍ଦରେ ବିତାଇବେ ଆପଣ ନିଜ ପରିବାର ସହ ଖୁବ ଭଲରେ ରହିବେ ।
ସିଂହ: ଆପଣଙ୍କ କ୍ଯାରିୟର ପାଇଁ ଏହା ଭଲ ଅଟେ । ଆପଣ ନିଜ କାମରେ ଭଲ ପ୍ରଦର୍ଶନ କରି ବିଦେଶରେ ଆପଣ ନିଜ କାମ ପାଇଁ ଯାଇ ପାରିବେ । ଆପଣ ନିଜ ଉପରେ ବିସବାଶ ରଖନ୍ତୁ ଓ ସମୟ ସହ ନିଜକୁ ଖୁବ ଆଗକୁ ନେଇ ଚାଲନ୍ତୁ । ଆପଣ ଯଦି ଜେନ ବ୍ୟବସାୟୀ ଅଟନ୍ତି ଆପଣ ନିଜ ପାଇଁ ନୂଆ ନିବେଶ କରିବା କଥା ଅଭି ଚିନ୍ତା କରନ୍ତୁନି । ଆପଣଙ୍କ ପରିବାରରେ ଅନେକ ଥର ହୋଇ ଥିବା ଝଗଡାର ସମାଧାନ ମିଳିଯିବ । ଆପଣଙ୍କ ଅଧୁରା ଥିବା କାମ ଆଜି ସମ୍ପୂର୍ଣ ହେବାକୁ ଯାଉଛି । ଆପଣଙ୍କ ଉପରେ ଭଗବାନ ଶନୀଙ୍କ ଶୁଭ ଦ୍ରୁଷ୍ଟି ଥିବାରୁ ଆପଣ ଖୁବ ଖୁସସି ପାଇବେ ଆଜି ।
ତୁଳା: ଆପଣଙ୍କ ଦିନ ଆଜି ଖୁବ ଭଲ ଜୀବ ଆପଣଙ୍କୁ ଆଜି ନିଜ କାମ କୁ ନେଇକି କିଛି ଅଲଗା ପ୍ରକାର ଚିନ୍ତା ଆଶିବ ଓ ଆପଣ ଏଥି ପାଇଁ ନିଜକୁ ଖୁବ ତତ୍ପର ରଖିବେ । ଆପଣ ଖୁବ ମୋଜ ମଜଲିଶ ରେ ନିଜ ଡିଆଙ୍କୁ ବିତାଇବେ । ଆପଣଙ୍କ ଭିଆତ୍ରୁ ଯେଉଁ ମାନେ ଟେକନିକାଲ ଲାଇନ, ଲଲିତ କଳା, ରେ ଅଛନ୍ତି ସେମାନେ ଖୁବ ଅଗଗ୍ରନୀ କରିବେ ଏହି ସମୟରେ । ଆପଣଙ୍କ କିଛି ବନ୍ଧୁ ମାନେ ଆପଣଙ୍କୁ ଖୁବ ସାହାଜ୍ଯ କରିବେ । ଆପଣ ନିଜ ପାଇଁ ଓ ସମଗ୍ର ଦେଶର ଊର୍ଣ୍ଣତି ପାଇଁ ସର୍ବଶ୍ରେଷ୍ଟ ପ୍ରୟାଶ କରିବେ ଯାହା ଦ୍ଵାରା ଆପଣଙ୍କୁ ସାଭୁ ଖୁବ ପ୍ରଶଂସା କରିବେ ।
ଧନୁ: ଆପଣ ଦିନ ଉତ୍ତମ ରହିବ । ଆପଣ ନିଜ ଜୀବନସାଥି ସହ କିଛି ଭଲ କାମରେ ନିଜକୁ ମାଙ୍ଗଳିକ କାମରେ ସାମିଲ ରହିବେ । ଆପଣ ନିଜ ପରିବାର ପାଇଁ କିଛି ଭଲ କରିବା ପାଇଁ ଚେଷ୍ଟା କରିବେ । ଆପଣ ନିଜ ଜ୍ଜୀବନ ସାଥି ସହ କିଛି ଭଲ କାମ କରିବେ ଯାହା ଆପଣଙ୍କୁ ଖୁବ ଖୁସି ଦେବ । ଆପଣ ନିଜ ସମଜା ପାଇଁ କିଛି ଭଲ କାମ କରିବେ । ଏହି ସମୟ ମଧ୍ୟରେ ଯେଉଁ ମାନଙ୍କ ସନ୍ତାନ ନହିଁ ସେମାନେ ସନ୍ତାନ ପ୍ରାପ୍ତିର ଖୁସି ପାଇ ପାରିବେ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ ।
କୁମ୍ଭ: ଆଜି ଆପଣ ଭାବିଥିବା କାମ ହୋଇଯିବ । ଆପଣ କିଛି ନୂଆ ବ୍ୟାପାର କରି ପାରିବେ । ଆପଣ କିଛି ଅନୁଷ୍ଠାନ କରିବେ ଯାହା ଦ୍ଵାରା ଆପଣଙ୍କ ପରିଆବର ରେ ଥିବା ସବୁ ପ୍ରକାର ଖରାପ ଗ୍ରହ ମାନଙ୍କ ପ୍ରଭାବ୍ବ କମିବାକୁ ଲାଗିବ । ଆପଣ ନିଜକୁ ଅଧିକ ଭାଗ୍ୟ ଶାଳି ଅନୁଭବ କରିବେ ନିଜ ସନ୍ତାନ ମାନଙ୍କ ପାଇଁ । ଆପଣ କିଛି ସାମାଜିକ କାମରେ ନିଜକୁ କେନ୍ଦ୍ରିତ କରିବେ । ଆପଣ ନିଜକୁ ଭଲ ବିଚାର ଭିତରେ ରଖିବେ । ଆପଣ ନିଜର ଖରାପ ସ୍ଥିତିରୁ ବାହାରି ଆସିବେ ଏହି ସମୟ ମଧ୍ୟରେ ଆପଣ ନିଜକୁ କିଛି କାମରେ ବ୍ୟସ୍ତ ରଖନ୍ତୁ ଓ ଶନି ଦେବଙ୍କ ସନିଶ୍ଚର ମନ୍ତ୍ରର ଜପ କରନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...