ଆଜିର ରାଶିଫଳ ରବିବାର ୩୦ ମଇ ୨୦୨୧

ମେଷ: ଆପଣଙ୍କ ପାଇଁ ଆଜି ଏକ ଭଲ ଦିନ ଅଟେ । ଆପଣଙ୍କୁ ଆଜି ଶୁଭ ଲାଭ ମିଳିବ । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ନିଜ ରୋଜଗାର ପାଇଁ ଚିନ୍ତାରେ ଥିବେ ତାକୁ ଆପଣ ଭୁଲି ଜାନ୍ତୁ କାରଣ ଆପଣ ଏହି ସମୟ ମଧ୍ୟରେ ଭଲ ଜାଗାରେ ଚାକିରି ପାଇ ପାରିବେ । ଆପଣଙ୍କ ପରିବାରରେ ଭଲ ଫଳ ରହିବାର ଯୋଗ ଅଛି । ଯଦି ଆପଣଙ୍କୁ ଭଲ ଅବସର ମିଳିବ ତାହେଲେ ଆପଣ ନିଶ୍ଚିତ ଭାବେ ନିଜର ପୁରୁଣା ଚାକିରି ଛାଡି ପାରିବେ । ଆପଣଙ୍କୁ ଆପଣଙ୍କ ସହଯୋଗୀଙ୍କ ସହ ଭଲ ବ୍ୟବହାର କରିବାକୁ ପଡିବ କାରଣ ସେମାନେ ଆପଣଙ୍କୁ ଆବଶ୍ୟକତା ଆସିଲେ ସାହାଜ୍ଯ କରିବେ । ଆପଣ ମନ୍ଦିର ସଫା କରିବା କିମ୍ବବା କିଛି ଘର କାମରେ ନିଜକୁ ବ୍ୟସ୍ତ ରଖିଲେ ଭଲ ହେବ ।
ମିଥୁନ: ଆପଣ ନିଜର କର୍ମ ଖେତ୍ରରେ ଭଲ ପରିଣାମ ପାଇବେ । ଆପଣ ନିଜ ପାଇଁ ସୁବିଧା କରିବେ କିଛି ଜାନ ବାହାନ କିଣିବେ କିମ୍ବା କିଛି ଘର, ଜମି ବାବଦରେ ଆପଣ ଆଗ୍ରହୀ ପ୍ରକାଶ କରିବେ । ଆପଣ ନିଜ ଚିନ୍ତା କୁ ଖୁବ ଭଲ କରିବେ ଯାହା ପାଇଁ ପ୍ରତେକ ଲୋକ ଆପଣଙ୍କୁ ଭଲ ପାଇବେ । ଜେଭଳି ଗ୍ରହଣ ପରେ ପୁର୍ନିମା ଆସେ ସେଭଳି ଯଦି ଆପଣଙ୍କ ଜୀବନରେ ମଧ୍ୟ ସେଭଳି ଖରାପ ସମୟ ପରେ ଭଲ ସମୟ ଆସିବ । ଆପଣ ଆଜି ଟିକେ ଚିନ୍ତାରେ ରହିବେ ମାତ୍ର ଆପଣ ଏହା ପାଇଁ ଖୁବ ପରିଶ୍ରମ କରନ୍ତୁ ଫଳ ସମୟ ଆସିଲେ ଆପଣ ପାଇବେ ।
ସିଂହ: ଆପଣ ନିଜ ପରିବାର ପାଇଁ ଆଜି ସମୟ ଦେବେ । ଆପଣ ଆଜି ଭବିଷ୍ୟତ ପାଇଁ ଚିନ୍ତା କରିବେ । ଆପଣ ଆଜି ନିଜ ବାପା ମା ଙ୍କ ସମର୍ଥନ ପାଇବେ । ଆପଣ ଆବଶ୍ୟକତା ପଡିଲେ ନିଜ ସଞ୍ଚିତ ଧନ କୁ ନିବେଶ କରି ପାରନ୍ତି । ଆପଣ ନିଜ ପିଲାଙ୍କ ସହ କିଛି ଭଲ ମୂହୁର୍ତ୍ତ ବିତାଇବେ । ଯାହା ପାଇଁ ଆପଣଙ୍କ ପିଲାମାନେ କିଭଳି ଅନୁଭବ କରନ୍ତି ଆପଣଙ୍କୁ ପାଖରେ ନ ପାଇକି ଆପଣ ଜାଣି ପାରିବେ । ଆପଣ ଆଜି କିଛି ଲୋକଙ୍କ ପାକହରେ ନିଜର ପ୍ରଶଂସା ପାଇବେ । ଆପଣଙ୍କ କେହି ଦୂର ବନ୍ଧୁଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇ ପାରେ ।
ତୁଳା: ଆଜି ଆପଣଙ୍କ ଦାଂପତ୍ଯ ଜୀବନ ଭଲ ରହିବ ଅନେକ ଦିନର ଭୁଲ ବୁଝାମଣା ଆଜି ସରିବ । ଆପଣଙ୍କ ପାଇଁ ପାଇସ୍ଥିତି ଅନୁକୂଳ ଅଟେ ଆପଣଙ୍କୁ ଅନେକ ସୁଯୋଗ ମିଳିବ । ଆପଣ ନିଜ ଜୀବନରେ ଯାହା ବି ହେବା ପାଇଁ ଚାହୁଁଛନ୍ତି ଆପଣ ନିଶ୍ଚିତ ଭାବେ ତାକୁ ହାସଲ କରିବେ । ଆପଣଙ୍କ ଭାବନା ଅଧିକ ସନ୍ତୁଳିତ ହୋଇଥିବା ଦରକାର ଯାହା ପାଇଁ ଆପଣ ସଠିକ ନିସ୍ପତି ନେଇ ପାରିବେ । ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି ଆଜି । ଆପଣ କିଛି ରୁଟି କରି ଏହାକୁ ଗାଈ କୁ ଖାଇବା ପାଇଁ ଦିଅନ୍ତୁ ଶୁଭ ଫଳ ମିଳିବ ।
ଧନୁ: ଆପଣ କରିଥିବା ଭୁଲ ପାଇଁ ଆଜି ଆପଣ ନିଜକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜକୁ ଆସୁବିଧାରେ ପକାଇବେ ଯଦି ଆପଣ ନିଜ କାମକୁ ଠିକ ଭାବେ ନକରି ଅନ୍ୟକୁ ଏହାର ଦାଇତ୍ଵ ଦେବେ । ଆପଣଙ୍କ ପାଇଁ ଚିନ୍ତା ର ଦିନ ରହିବ ଆଜି ଏହା ଆପଣଙ୍କ ଜୀବନକୁ ପ୍ରଭାବିତ କରି ପାରେ । ଆପଣ କିଛି ବି ନିସ୍ପତି ଏକା ନ ନେଇ ନିଜ ପରିବାର ସହ ଆଲୋଚନା କରି ନିଅନ୍ତୁ ।
କୁମ୍ଭ: ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଯଦି ଆପଣ ପ୍ରତିଯୋଗିତାରେ ଭାଗ ନେବେ ଆପଣ ହିଁ ଜିତିବେ । ଆପଣଙ୍କ ମା ଙ୍କ ଘର ତରଫରୁ ଆପଣଙ୍କ ପାଇଁ କିଛି ଭଲ ଖବର ଅଛି । ଆପଣଙ୍କ ପିଲା ମାନେ ଆଜି ଆପଣଙ୍କ ଆଗରେ ଜିଦି କରି ପାରନ୍ତି । ଆପଣ ନିଜ ପିଲାଙ୍କୁ ଆୟତ କରିବା ପାଇ ସେମାନଙ୍କ ଉପରେ ହାତ ଉଠାନ୍ତୁନି । ଆପଣ ଙ୍କ ଦୂର ଯାତ୍ରା କିମ୍ବା ଯଦି ବ୍ୟାପାର ପାଇଁ କେଉଁ ଆଡେ ଜୀବା ପାଇଁ ବାହାରିଛନ୍ତି ତାହେଲେ ଆପଣ ଯାଇ ପାରିବେ ନି ଅଭି ଆପଣଙ୍କୁ ନିଜ କାମ ଏହି ଠାରେ ରହି କରିବାକୁ ପଡି ପାରେ । ଆପଣ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...