୨୫ ଡିସେମ୍ବର ହିନ୍ଦୁ ଧର୍ମ ର ତୁଳସୀ ପୂଜନ ଦିବସ

ଆଜି ସେହି ତୁଳସୀ ପୂଜନ ଦିବସ ଯେଉଁ ତୁଳସୀ ବୃକ୍ଷ ଅନବରତ ଭାବରେ ୨୪ ଘଣ୍ଟାରୁ ୨୦ ଘଣ୍ଟା କେବଳ ଅମ୍ଳଜାନ ହିଁ ଦେଇଥାଏ କିନ୍ତୁ ଅନ୍ୟ ବୃକ୍ଷ କେବଳ ଦିନବେଳେ ଅମ୍ଳଜାନ ଦେଇଥାଏ ଓ ରାତିରେ ଅଙ୍ଗାରକାମ୍ଳ ଦିଏ । ତେଣୁ ଏହି ମହାନ ବୃକ୍ଷ ସର୍ବଦା ପୂଜନୀୟ ହୋଇଥାଏ , କେବଳ ଅମ୍ଳଜାନ ନୁହଁ ଏହି ବୃକ୍ଷରେ ଅନେକ ଓଷଧିୟ ଗୁଣ ମଧ୍ୟ ଅଛି ଯାହାର ଉଲ୍ଲେଖ ଆମ ଧର୍ମାବଳୀ ରେ କରାଯାଇଛି । ଏହି ବୃକ୍ଷ ବିଶ୍ୱର ସର୍ବଶ୍ରେଷ୍ଠ ବାୟୁ ପରିଷ୍କାରକ ଏହା ବାୟୁମଣ୍ଡଳରେ ଥିବା କ୍ଷତିକାରକ ଗ୍ୟାସ ଯଥା କାର୍ବନ ମନୋକ୍ସାଇଡ଼୍ , କାର୍ବନ ଡାଇଆକ୍ସାଇଡ଼୍ ଏବଂ ସଲଫ୍ୟୁର ଡାଇଆକ୍ସାଇଡ଼୍ କୁ ଶୋଷି ନେଇଥାଏ ।

    ଉପସ୍ଥାପନା –
ଶ୍ରୀ ଜଗନ୍ନାଥ ଚୌଧୁରୀ  ସ୍ବେଚ୍ଛାସେବୀ କଳାହାଣ୍ଡି

Comments
Loading...