ବନ୍ଧୁକ ମୁନ ରେ ବଡ଼ ଧରଣର ଡକାୟତି

କୋଶଲ ନ୍ୟୁଜ୍ ବ୍ୟୁରୋ : ମୋଟେର ରେ ବଡ ଧରଣର ଡକାୟତି ବନ୍ଧୁକ ମୁନ ରେ ଲୁଟିନେଲେ ୪୦ ଭରି ସୁନାଗହଣା ସହ ବୁଲେଟ ଓ ଏଲ ଇ ଡି ଟିଭି ନେଇ ଚାଲିଗଲେ ଡକାୟତ ଗତକାଲି ବିଳମ୍ବିତ ରାତି ରେ ପ୍ରାୟ ୫ରୁ ୬ ଜଣ ମୁଖାପିନ୍ଧା ଡକାୟତ ମୋଟର ଜାତୀୟ ରାଜପଥ କଡ଼ ରେ ଥିବା ଶିକ୍ଷକ ଯଯାତି ପାଟଯୋଶୀ ଙ୍କ ଘରେ ପଶି ବନ୍ଧୁକ ମୁନ ରେ ଭୟଭୀତ କରି ଲୁଟ କରି ଗୋଟିଏ କୋଠରୀ ରେ ଘର ସଦସ୍ୟ ଙ୍କୁ ତାଲା ମାରି ଫେରାର ହୋଇ ଯାଇଥିଲେ ପରେ ପୋଲିସ କୁ ଖବର ଦେବାପରେ ଘଟଣାସ୍ଥଳରେ କୋକସରା ପୋଲିସ ମୋଟେର ଫାଣ୍ଡି ଅଧିକାରୀ ଓ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି
Comments
Loading...