ମାଲକାନଗରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ଆହତ ହେଇଥିବା ବେଳେ ଜଣେ ଗୁରୁତର

ମାଲକାନଗିରି ଜିଲ୍ଲା 326 ନମ୍ବର ଜାତୀୟ ରାଜପଥ କୁନାନପଲ୍ଲୀ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା lଦୁର୍ଘଟଣାରେ 2 ଜଣ ଆହତ ହେଇଥିବା ବେଳେ ଜଣେ ଗୁରୁତର ଅଛନ୍ତି l ସୂଚନା ଅନୁସାରେ କାଲିମେଳାରୁ ମୋଟୁ ଅଭିମୁଖେ ଯାଉଥିବା ଏକ ମୋଟର ସାଇକେଲ କୁନାନପଲ୍ଲୀ ଛକରେ ଠିଆ ହେଇଥିବା ଅନ୍ୟ ଏକ ମୋଟର ସାଇକେଲକୁ ପଛ ଆଡୁ ଆସି ପିଟି ଦେଇଥିଲା। ଦୁର୍ଘଟଣା ହେଇଥିବା ଗାଡି ନମ୍ବର ହେଲା CG 19 B 6477 ଓ ଅନ୍ୟଟି OD 30 7677 l ସ୍ଥାନୀୟ ଲୋକେ ୩ ଜଣଙ୍କୁ କାଲିମେଳା ଚିକିତ୍ସା ଳୟକୁ ନେଇଛନ୍ତି l

Comments
Loading...