ଶ୍ରାବଣ ମାସରେ ଆଉ ରାସ୍ତାରେ ଶୁଭିବନି ଭୋଳା ବାବା ପାର କରେଗା

ଭୁବନେଶ୍ବର :ଆଗକୁ ଶ୍ରାବଣ ମାସ ଆସୁଥିବାରୁ କରୋନା ବ୍ୟାପିବା ଆଶଙ୍କା କରି କାଉଡିଆ ଭକ୍ତ ମାନଙ୍କ ବୋଲ ବମ ଯାତ୍ରାକୁ ରାଜ୍ୟ ସରକାର ଗତ ବର୍ଷ ପରି ବନ୍ଦ କରିଛନ୍ତି | କୌଣସି ମନ୍ଦିର ମାନଙ୍କରେ କାଉଡିଆ ମାନଙ୍କ ପ୍ରବେଶ କୁ ନିଷେଧ କରାଯାଇଛି | ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ନିର୍ଦେଶ ନାମା ରେ ଏ ବର୍ଷ ବୋଲ ବମ ଯାତ୍ର କୁ ବନ୍ଦ କରାଯାଇଛି | ସମସ୍ତେ ଏ ନିୟମ ମାନିବାକୁ ଅନୁରୋଧ କରାଯାଇଛି |

Comments
Loading...