କୁଜଙ୍ଗ ସ୍ଥିତ ଜଗନ୍ନାଥ ମନ୍ଦିରରେ ସମୁହ ଦୀପ ଦାନ

ଜଗତସିଂହପୁର(କୋଶଲ ନ୍ୟୁଜ୍) ପାରାଦୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା, ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ଅରୀନ୍ଦମ୍ ସର୍ଖେଲ(ବାପି ବାବୁ) ଙ୍କ ଆଶୁ ଆରୋଗ୍ୟ କାମନା କରି କୁଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କୁଜଙ୍ଗ ସ୍ଥିତ ଜଗନ୍ନାଥ ମନ୍ଦିରରେ ସମୁହ ଦୀପ ଦାନ କରାଯାଇଛି। ଏହି ଦୀପ ଦାନରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାସ,ଆବାହକA.N.D YADAV, ପ୍ରଶାନ୍ତ ପଟ୍ଟନାୟକ, ବିଶ୍ବନାଥ ମଲ୍ଲିକ, ନୂତନ ତ୍ରିପାଠୀ,ବଇନ ମଲ୍ଲିକ, ଧନେଶ୍ଵର ଗୁରୁ, କୁଳମଣି ମହାନ୍ତି, ଲଲାଟେନ୍ଦୁ ନାଥ ଏହି ପରି ଅନେକ କଂଗ୍ରେସ କର୍ମୀ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବାପି ବାବୁଙ୍କର ଆରୋଗ୍ୟ କାମନା କରିଛନ୍ତି |

Comments
Loading...