ସମ୍ପଦ ସ୍ୱାଇଁଙ୍କ “ସ୍ୱାସ୍ଥ୍ୟ ହିଁ ସମ୍ପଦ” କାର୍ଯ୍ୟକ୍ରମ ଶୁଭାରମ୍ଭ

ଜଗତସିଂହପୁର(କୋଶଲ ନ୍ୟୁଜ୍) ପାରାଦୀପ ବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ଆଜି ଠାରୁ ଆରମ୍ଭ ହେଲା ସମ୍ପଦ ସ୍ୱାଇଁଙ୍କ “ସ୍ୱାସ୍ଥ୍ୟ ହିଁ ସମ୍ପଦ” କାର୍ଯ୍ୟକ୍ରମ ! ପାରାଦ୍ବୀପବାସୀଙ୍କୁ ମିଳିବ ଏବେ ମାଗଣାରେ ଅମ୍ଳଜାନ ଓ ଗାଁ ଗାଁରେ ହେବ କରୋନା ଟେଷ୍ଟିଂ । “ସ୍ୱାସ୍ଥ୍ୟ ହିଁ ସମ୍ପଦ” ଅଭିଯାନରେ ଉପକୃତ ହେବେ ପାରାଦୀପ ନିର୍ବାଚନ ମଣ୍ଡଳୀର ସମସ୍ତଜନସାଧାରଣ । ମାଗଣା ଅମ୍ଳଜାନ ଆବଶ୍ୟକ ଥିଲେ ନିମ୍ନଲିଖିତ ନମ୍ବରରେ କଲ୍ କଲେ ଆମେ ଘରେ ଯାଇ ଯୋଗାଇଦେବୁ ଅମ୍ଳଜାନ । ଜନତାଙ୍କ ସେବା ଆମର ପ୍ରାଥମିକତା କାରଣ “ସ୍ୱାସ୍ଥ୍ୟ ହିଁ ସମ୍ପଦ”।
ଆମର ସଂକଳ୍ପ ଏକ ସୁସ୍ଥ, ସମୃଦ୍ଧ, ସୁନ୍ଦର ପାରାଦୀପ ଗଠନ !

Comments
Loading...