ମର୍ମନ୍ତୁଦ ସଡକ ଦୁର୍ଘଟଣା ଦୁଇ ମୃତ ଦୁଇ ଆହତ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା 326 ନମ୍ବର ଜାତୀୟ ରାଜପଥ ଜଗନ୍ନାଥ ମନ୍ଦିର ସମୁଖରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା lଦୁର୍ଘଟଣାରେ ଜଣେ ଆହତ ହେଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି l ଦୁର୍ଘଟଣା ପରେ ଚିକିତ୍ସା ନିମନ୍ତେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l

ପ୍ରାଥମିକ ଚିକିତ୍ସାରୁ ଜଣା ପଡିଲା ଜଣଙ୍କର ହାତ ଗୋଡ଼ ଭାଙ୍ଗି ଯାଇଥିବା ବେଳେ, ଆଉ ଜଣଙ୍କର ମୁଣ୍ଡ ଓ ଗୋଡ଼ରେ ଗମ୍ଭୀର ଆଘାତ ଲାଗିଛି ଏବଂ ଅନ୍ୟ ବ୍ୟକ୍ତି ଜଣଙ୍କୁ ସାମାନ୍ୟ କିଛି ଆଘାତ ଲାଗିଥିଲା l

Comments
Loading...