ଉପଜିଲ୍ଲାପାଳ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ଶ୍ରୀ ଅଗ୍ରୱାଲ ଅକ୍ଷୟ ସୁନିଲ,ଭା. ଉପଜିଲ୍ଲାପାଳ ଏବଂ ନିର୍ବାହି ଅଧିକାରୀ, ପୋୖରପାଳିକା ନବରଙ୍ଗପୁର ଭାବେ ଦାଇତ୍ଵ ଗ୍ରହଣ କରିଛନ୍ତି। ଦାଇତ୍ଵ ଗ୍ରହଣ ପୂର୍ବରୁ ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ସହାୟକ ଜିଲ୍ଲାପାଳ, ଚଇନୁ ଗଣ୍ଡ, ହେମାଲତା ମାଝୀ, ଉପ ଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ, ଜୋଛନା ରାଣୀ ପାତ୍ର, ସେକ୍ସନ ଅଫିସର, ଅଜୟ କୁମାର ଦାସ, ଗଗନ ବିଶୋଇ, ଜିତେନ୍ଦ୍ର ଚୌଧୁରୀ, ନରସିଂହ ପ୍ରସାଦ ପାଣିଗ୍ରାହୀ, ସପନ ମିଶ୍ର, ରାଜେନ୍ଦ୍ର ମହାଙ୍କୁଡ, ଅମରେନ୍ଦ୍ର ସମରଥ ପ୍ରମୁଖ ନୂତନ ଉପଜିଲ୍ଲାପାଳ ଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ସ୍ୱାଗତ କରି ପାଛୋଟି ନେଇଥିଲେ। ସନ୍ଧ୍ୟା ସମୟରେ ପୂର୍ବତନ ଉପ ଜିଲ୍ଲାପାଳ ଶ୍ରୀ ରଇତଙ୍କୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମିଶି ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ତତ ସହିତ ଶ୍ରୀ ରଇତ ଆଜି ହିଁ ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରିପୋଟ ମିହୀର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...